"ବରାହମିହିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 117.237.246.187 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ PsubhashishBotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୮ କ ଧାଡ଼ି:
| caption =
| birth_name =
| birth_date = ସନ 499୫୦୫
| birth_place = ଉଜ୍ଜୟିନୀ
| death_place =
୪୩ କ ଧାଡ଼ି:
}}
 
'''ବରାହମିହିର''' (ସନ 499୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।<ref>{{cite web |url=http://www-history.mcs.st-andrews.ac.uk/Biographies/Varahamihira.html |title=ବରାହମିହିର |author= ଜେ. ଜେ. ଓ’କନ୍ନର ଏବଂ ଇ.ଏଫ. ରବର୍ଟସନ |date= |work= |publisher= |accessdate=}}</ref>ପିତା ଆଦିତ୍ୟଦାସଙ୍କଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। [[ଗୁପ୍ତ ସାମ୍ରାଜ୍ୟ]]ର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
 
== ଜୀବନୀ ==
 
ବରାହମିହିରଙ୍କ ଜନ୍ମ ସନ 499ରେ୫୦୫ରେ ଉଜ୍ଜୟିନୀ ନିକଟସ୍ଥ କପିଥ୍ୟ ଗ୍ରାମରେ ଏକ [[ବ୍ରାହ୍ମଣ]] ପରିବାରରେ ହୋଇଥିଲା। ତାଙ୍କର ପିତା ସୂର୍ଯ୍ୟ ଭଗବାଙ୍କଙ୍କ ଉପାସକ ଥିଲେ ଓ ତାଙ୍କରି ଠାରୁ ସେ ପ୍ରାରମ୍ଭିକ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। କୁସୁମପୁର([[ପାଟଣା]]) ଯିବା ପରେ ଯୁବ ବରାହମିହିରଙ୍କ ସାକ୍ଷାତ ମହାନ ଜ୍ୟୋତିର୍ବିଦ ଓ ଖଗୋଳ ଖଗୋଳ ବିଜ୍ଞାନୀ [[ଆର୍ଯ୍ୟଭଟ]]ଙ୍କ ସହିତ ହୋଇଥିଲା ଏବଂ ସେ ଜ୍ୟୋତିର୍ବିଜ୍ଞାନ ତଥା ଖଗୋଳ ବିଜ୍ଞାନକୁ ସମଗ୍ର ଜୀବନ ଅଧ୍ୟୟନ କରିବେ ବୋଲି ସ୍ଥିର କରିଥିଲେ। [[ଗୁପ୍ତ ଯୁଗ]]ର ଶାସନ ସମୟରେ ଉଜ୍ଜୟିନୀ ଏକ ପ୍ରମୁଖ ଶିକ୍ଷାକେନ୍ଦ୍ରର ସ୍ଥଳୀ ରୂପେ ପରିଚିତ ଥିଲା; ଯେଉଁଠାରେ କଳା, ବିଜ୍ଞାନ ଓ ସଂସ୍କୃତିର ଅଧ୍ୟୟନ ପାଇଁ ଅନେକ ବିଦ୍ୱାନ ଏକତ୍ର ହେଉଥିଲେ । ତାଙ୍କର ପ୍ରଗାଢ଼ ଜ୍ୟୋତିଷ ଜ୍ଞାନର ଖବର ପାଇ ରାଜା ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ) ରାଜ୍ୟସଭାରେ ତାଙ୍କୁ ନବରତ୍ନଙ୍କ ମଧ୍ୟରେ ସ୍ଥାନ ଦେଇଥିଲେ। ସନ ୫୮୭ରେ ବରାହମିହିର ମୃତ୍ୟୁବରଣ କରିଥିଲେ।
 
== ରଚନାବଳୀ ==