"ବରାହମିହିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୭ କ ଧାଡ଼ି:
== ଜୀବନୀ ==
 
ବରାହମିହିରଙ୍କ ଜନ୍ମ ସନ ୫୦୫ରେ499ରେ ଉଜ୍ଜୟିନୀ ନିକଟସ୍ଥ କପିଥ୍ୟ ଗ୍ରାମରେ ଏକ [[ବ୍ରାହ୍ମଣ]] ପରିବାରରେ ହୋଇଥିଲା। ତାଙ୍କର ପିତା ସୂର୍ଯ୍ୟ ଭଗବାଙ୍କଙ୍କ ଉପାସକ ଥିଲେ ଓ ତାଙ୍କରି ଠାରୁ ସେ ପ୍ରାରମ୍ଭିକ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। କୁସୁମପୁର([[ପାଟଣା]]) ଯିବା ପରେ ଯୁବ ବରାହମିହିରଙ୍କ ସାକ୍ଷାତ ମହାନ ଜ୍ୟୋତିର୍ବିଦ ଓ ଖଗୋଳ ଖଗୋଳ ବିଜ୍ଞାନୀ [[ଆର୍ଯ୍ୟଭଟ]]ଙ୍କ ସହିତ ହୋଇଥିଲା ଏବଂ ସେ ଜ୍ୟୋତିର୍ବିଜ୍ଞାନ ତଥା ଖଗୋଳ ବିଜ୍ଞାନକୁ ସମଗ୍ର ଜୀବନ ଅଧ୍ୟୟନ କରିବେ ବୋଲି ସ୍ଥିର କରିଥିଲେ। [[ଗୁପ୍ତ ଯୁଗ]]ର ଶାସନ ସମୟରେ ଉଜ୍ଜୟିନୀ ଏକ ପ୍ରମୁଖ ଶିକ୍ଷାକେନ୍ଦ୍ରର ସ୍ଥଳୀ ରୂପେ ପରିଚିତ ଥିଲା; ଯେଉଁଠାରେ କଳା, ବିଜ୍ଞାନ ଓ ସଂସ୍କୃତିର ଅଧ୍ୟୟନ ପାଇଁ ଅନେକ ବିଦ୍ୱାନ ଏକତ୍ର ହେଉଥିଲେ । ତାଙ୍କର ପ୍ରଗାଢ଼ ଜ୍ୟୋତିଷ ଜ୍ଞାନର ଖବର ପାଇ ରାଜା ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ) ରାଜ୍ୟସଭାରେ ତାଙ୍କୁ ନବରତ୍ନଙ୍କ ମଧ୍ୟରେ ସ୍ଥାନ ଦେଇଥିଲେ। ସନ ୫୮୭ରେ ବରାହମିହିର ମୃତ୍ୟୁବରଣ କରିଥିଲେ।
 
== ରଚନାବଳୀ ==