"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
No edit summary
No edit summary
 
}}
 
କବି ସମ୍ରାଟ '''ଉପେନ୍ଦ୍ର ଭଞ୍ଜ''' (୧୬୭୦<ref name=":0">ଓଡ଼ିଆ ଗୀତିକାବ୍ୟ ସଙ୍କଳନ, ସଂକଳନ ଓ ସମ୍ପାଦନା : ଜାନକୀ ବଲ୍ଲଭ ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୭ ।</ref> - ୧୭୪୦, ଅନ୍ୟମତେ ୧୭୨୦<ref name=":0" />) ଜଣେଷୋଡ଼ଶ ପୁରାତନଶତାବ୍ଦୀର ପ୍ରମୁଖ ଭାରତୀୟ-[[ଓଡ଼ିଆଓଡ଼ିଶୀ ଭାଷାସଙ୍ଗୀତ|ଓଡ଼ିଆଓଡ଼ିଶୀ ସଙ୍ଗୀତକାର]] କବି ଥିଲେ ।<ref>{{cite web|url=https://ganjam.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/|title=ଜିଲ୍ଲା ସମ୍ବନ୍ଧରେ|website=ganjam.nic.in|accessdate=13 August 2018}}</ref> ସେ ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ [[ଭଞ୍ଜନଗର|ଘୁମୁସର]]ର [[କୁଲାଡ଼ଗଡ]]ଠାରେ ଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।<ref name="mansingha">Mansingha, Mayadhar: ''History of Odia Literature'': Publisher, Sahitya Akademi, Delhi</ref>
ଓଡ଼ିଆ ସାହିତ୍ୟରେ ଥିବା ଅସଂଖ୍ୟ କବିଙ୍କ ମଧ୍ୟରେ ସେ ଅସାଧାରଣ ପ୍ରସିଦ୍ଧି ଲାଭ କରିଅଛନ୍ତି । ଏକ ରାଜ ପରିବାରରେ ଜନ୍ମିତ ଉପେନ୍ଦ୍ର ଭଞ୍ଜ ରାଜପଦଠାରୁ ଦୂରରେ ରହି [[ଓଡ଼ିଆ ସାହିତ୍ୟ]]ରେ ମନୋନିବେଶ କରିଥିଲେ ।<ref>{{cite web |url= http://orissadiary.com/personality/poet/UPENDRA_BHANJA%20.asp |title=KABI SAMRAT UPENDRA BHANJA |work=orissadiary.com |year=2012 |quote=He preferred his entire life to poetry rather than to ruling over a kingdom |accessdate=18 June 2012}}</ref>
 
୧,୬୩୫

ଗୋଟି ସମ୍ପାଦନା