"ଉପେନ୍ଦ୍ର ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଉଇକିକରଣ
୩୬ କ ଧାଡ଼ି:
}}
 
'''ଉପେନ୍ଦ୍ର ତ୍ରିପାଠୀ''' (୧୦ ସେପ୍ଟେମ୍ବର ୧୯୦୩ - ୨୩ ଡିସେମ୍ବର ୧୯୯୪), ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତଭାରତୀୟ [[ଓଡ଼ିଆ ଭାଷା|ଓଡ଼ିଆ-ଭାଷୀ]] ଲେଖକ । ସେ ତାଙ୍କର ଶିଶୁ ସାହିତ୍ୟିକସାହିତ୍ଯ ରଚନା ନିମନ୍ତେ ଭାରତର ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ ।<ref>http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL072</ref> ଶିଶୁସାହିତ୍ୟକୁ, ପାଠ୍ୟପୁସ୍ତକ ଓ ଶିକ୍ଷା-ସାହିତ୍ୟ ବାହରେ, ଓଡ଼ିଆ ସାହିତ୍ୟର ଏକ ମୌଳିକ ଧାରା ଭାବରେ ପ୍ରତିଷ୍ଠା କରିବାର ଶ୍ରେୟ ଉପେନ୍ଦ୍ର ତ୍ରିପାଠୀଙ୍କୁ ଯାଏ ।
 
== ଜୀବନୀ ==
ଉପେନ୍ଦ୍ର ତ୍ରିପାଠୀ, ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ, ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।<ref name="MohantyPatnaik">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|title=Cultural Heritage of &#91;Orissa&#93;: Jajpur|url=http://books.google.com/books?id=PCpuAAAAMAAJ|publisher=State Level Vyasakabi Fakir Mohan Smruti Samsad}}</ref> ପିଲାଦିନରୁ ପଢିବାରେ ତାଙ୍କର ଖୁବ ଆଗ୍ରହ ଥିଲା । ନିଜ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ [[ମଧୁସୂଦନ ରାଓ]]ଙ୍କ ''ସାହିତ୍ୟ କୁସୁମ'' ଓ [[ମଧୁସୂଦନ ଦାସ]]ଙ୍କ "ଭାରତ ଇତିହାସ" ବହି ଦୁଇଟି ପଢିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ, ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା, ସେହି ସମୟରେ ଲେଖିଥିଲେ ।
 
=== ଜନ୍ମ ଓ ପରିବାର ===
ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା, ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ଶିଶୁସାହିତ୍ୟକୁ କେବଳ ଶିକ୍ଷାଧର୍ମୀ ନକରି, ମୁଖ୍ୟ ସାହିତ୍ୟର ଏକ ଭିନ୍ନଧାରା ଭାବରେ ଦେଖୁଥିଲେ । ୧୯୨୬-୨୭ ମସିହା ବେଳକୁ ତାଙ୍କ ପ୍ରଚେଷ୍ଠା ସଫଳତା ଲାଭକରିଥିଲା ଓ ବହୁ ବିଜ୍ଞ ପ୍ରତିଷ୍ଠିତ ବ୍ୟକ୍ତିମାନେ ପିଲାଙ୍କ ପାଇଁ ସ୍ୱତନ୍ତ ଭାବେ ସାହିତ୍ୟ ସୃଷ୍ଟି କରିଥିଲେ । ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସଙ୍କଦ୍ୱାରା ସମ୍ପାଦିତ ପତ୍ରିକା "ପଞ୍ଚାମୃତ"ରେ ସେ ବରାବର ଲେଖିଆସୁଥିଲେ । ଚକ୍ରଧର ମହାପାତ୍ର, କୁଞ୍ଜବିହାରୀ ଦାଶ, ବଂଶୀଧର ସାମନ୍ତରାୟ, ଧନେଶ୍ୱର ଶତପଥୀ, ସତ୍ୟାନନ୍ଦ ବେହୁରା ଓ କୃଷ୍ଣଚନ୍ଦ୍ର କର ଆଦି ସାହିତ୍ୟିକ ତାଙ୍କର ସମସାମୟିକ ଥିଲେ ।
ସେ ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ [[ଯାଜପୁର ଜିଲ୍ଲା|ଯାଜପୁର ଜିଲ୍ଲାର]] ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।<ref name="MohantyPatnaik">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|title=Cultural Heritage of &#91;Orissa&#93;: Jajpur|url=http://books.google.com/books?id=PCpuAAAAMAAJ|publisher=State Level Vyasakabi Fakir Mohan Smruti Samsad}}</ref>
 
=== ବୃତ୍ତି ===
ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ୱୀକୃତି ଜଣାଇ, "ଗୋକର୍ଣ୍ଣିକା ସାହିତ୍ୟ ସମାଜ", ଜାରକା ପକ୍ଷରୁ ପ୍ରତିବର୍ଷ "ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଉଛି । <ref name="Mohanty2009">{{cite book|author=Jagannath Mohanty|title=Encyclopaedia of Education, Culture and Children's Literature: v. 4. Children's literature and education|url=http://books.google.com/books?id=zfLATnA1IAMC&pg=PA161|year=2009|publisher=Deep & Deep Publications|isbn=978-81-8450-151-3|pages=161–}}</ref> ଆତ୍ମଚରିତ ''ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ'' ପ୍ରକାଶନ ଅବସରରେ [[ମାୟାଧର ମାନସିଂହ]] ଉପେନ୍ଦ୍ର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ {{Rquote|centre|ଯଥାର୍ଥରେ ଆପଣ ଓଡ଼ିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖିପାରିଛନ୍ତି॥}}
ସେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ ।
 
=== ସାହିତ୍ୟ ରଚନା ===
ସେ ପିଲା ବେଳେ ସାହିତ୍ୟ ପଢ଼ିବାରେ ଆଗ୍ରହୀ ଥିଲେ ବୋଲି ନିଜ ରଚନାରେ ଉଲ୍ଲେଖ କରିଥିଲେ । ତାଙ୍କ ଆତ୍ମଜୀବନୀ "''ଗୋଟାଏ କଲମ ଟୋପାଏ କାଳି''"ରେ ସେ ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ [[ମଧୁସୂଦନ ରାଓ]]ଙ୍କ ''ସାହିତ୍ୟ କୁସୁମ'' ଓ [[ମଧୁସୂଦନ ଦାସ]]ଙ୍କ "''ଭାରତ ଇତିହାସ''" ବହି ଦୁଇଟି ପଢ଼ିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "''ଆଲୋକ''" ନାମକ ଏକ ହାତଲେଖା ପତ୍ରିକା ପ୍ରକାଶ କରୁଥିଲେ । "''ବିଧବା ଗୁହାରି''", "''ବଡ଼ ହେଲେ ମୁଁ ମାଷ୍ଟର ହେବି''" ଆଦି କେତେଗୁଡିଏ କବିତା ସେହି ସମୟରେ ଲେଖିଥିଲେ । ଶିକ୍ଷକତା କରୁଥିବା ସମୟରେ ଶିଶୁସାହିତ୍ୟକୁ କେବଳ ଶିକ୍ଷାଧର୍ମୀ ନକରି ମୁଖ୍ୟ ସାହିତ୍ୟ କରିବା ପାଇଁ କାମ ଆରମ୍ଭ କରିଥିଲେ । ୧୯୨୬-୨୭ ମସିହା ବେଳକୁ ଅନେକ ଓଡ଼ିଆ ସାହିତ୍ୟିକ ପିଲାଙ୍କ ପାଇଁ ସ୍ୱତନ୍ତ ଭାବେ ସାହିତ୍ୟ ସୃଷ୍ଟି କରିଥିଲେ । ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସଙ୍କଦ୍ୱାରା ସମ୍ପାଦିତ ପତ୍ରିକା "''ପଞ୍ଚାମୃତ''"ରେ ସେ ନିୟମିତ ଲେଖିଆସୁଥିଲେ । [[ଚକ୍ରଧର ମହାପାତ୍ର]], [[କୁଞ୍ଜବିହାରୀ ଦାଶ]], [[ବଂଶୀଧର ସାମନ୍ତରାୟ]], [[ଧନେଶ୍ୱର ଶତପଥୀ]], [[ସତ୍ୟାନନ୍ଦ ବେହୁରା]] ଓ [[କୃଷ୍ଣଚନ୍ଦ୍ର କର]] ଆଦି ସାହିତ୍ୟିକ ତାଙ୍କର ସମସାମୟିକ ଥିଲେ ।
 
== ରଚନାବଳୀ ==
Line ୭୩ ⟶ ୭୮:
* ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୧-୭୨<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା |url=http://odishasahityaakademi.org/ovation1.php |publisher=ଓଡ଼ିଶା ସାହିତ୍ୟ ଏକାଡେମୀ |accessdate=31 January 2022}}</ref>
<!-- *ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବେଙ୍ଗ ବାହାଦୂର ଓ ଚିତ୍ର ଏବଂ ନିଶାରାକ୍ଷସୀ ପୁସ୍ତକ ପାଇଁ)<ref>http://sambadepaper.com/Details.aspx?id=495502&boxid=1044744</ref> -->
* ଶାରଳା ସମ୍ମାନ - ୧୯୮୮<ref>{{cite news|title=ଚିର ଶିଶୁ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ|url=http://sambadepaper.com/Details.aspx?id=192277&boxid=2357304|accessdate=10 September 2015|newspaper=ସମ୍ବାଦ ୧୦/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪|date=10 September 2015}}</ref> ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ୱୀକୃତି ଜଣାଇ "ଗୋକର୍ଣ୍ଣିକା ସାହିତ୍ୟ ସମାଜ", ଜାରକା ପକ୍ଷରୁ ପ୍ରତିବର୍ଷ "[[ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର]]" ପ୍ରଦାନ କରାଯାଉଛି । <ref name="Mohanty2009">{{cite book|url=http://books.google.com/books?id=zfLATnA1IAMC&pg=PA161|title=Encyclopaedia of Education, Culture and Children's Literature: v. 4. Children's literature and education|author=Jagannath Mohanty|publisher=Deep & Deep Publications|year=2009|isbn=978-81-8450-151-3|pages=161–}}</ref> ଆତ୍ମଚରିତ "''ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ'' " ପ୍ରକାଶନ ଅବସରରେ [[ମାୟାଧର ମାନସିଂହ]] ଉପେନ୍ଦ୍ର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ କହିଥିଲେ—{{Rquote|centre|ଯଥାର୍ଥରେ ଆପଣ ଓଡ଼ିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖିପାରିଛନ୍ତି॥}}
 
== ଆଧାର ==