"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୩ କ ଧାଡ଼ି:
| period ଆଧୁନିକ ଯୁଗର ଆଦ୍ୟକାଳ
| genre = କବି
| subject = ଭକ୍ତିଆଧୁନିକ କାବ୍ୟ କବିତା
| movement =
| notableworks = [[ତପସ୍ୱିନୀ]], କୀଚକ ବଧ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୃଷକ ସଙ୍ଗୀତ, ଅର୍ଘ୍ୟଥାଳୀ (କବିତା ସଂକଳନ),ମହିମା, ଅଯୋଧ୍ୟା ଦୃଶ୍ୟ ଇତ୍ୟାଦି
୪୦ କ ଧାଡ଼ି:
}}
 
'''"ସ୍ୱଭାବ କବି" ଗଙ୍ଗାଧର ମେହେର''' (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ [[ଓଡ଼ିଆ ସାହିତ୍ୟ|ଓଡ଼ିଆ ସାହିତ୍ୟରେ]] ପ୍ରକୃତି କବି<ref>{{cite web|last=Samal|first=Debi Prasad|title=Dream of a cultural language comes true|url=http://www.iamin.in/en/node/31194/raise-issuedisqussion-6|publisher=iamin.in|accessdate=1 August 2015}}</ref> ଓ ସ୍ୱଭାବ କବି ଭାବେ ପରିଚିତ ।<ref>{{cite news|last=Panda|first=Namita|title=Epic dance drama captivates audience|url=http://www.telegraphindia.com/1100826/jsp/orissa/story_12855210.jsp|accessdate=1 August 2015|newspaper=The Telegraph}}</ref> ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ "''ଇନ୍ଦୁମତୀ''", "''କୀଚକ ବଧ''" (୧୯୦୩) ଏବଂ "''[[,ତପସ୍ୱିନୀ]]''", ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
" ତୋ କବିତ୍ୱେ ଦୁଗ୍ଧ ମଧୁରତା ଅଛି ନାହିଁ ମଦ୍ୟ ମାଦକତା,
ସେହି ସିନା କାବ୍ୟ ଯହିଁଅଛି ସାର୍ବଜନୀନ ଉପାଦେୟତା।"