"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪୦ କ ଧାଡ଼ି:
}}
 
'''"ସ୍ୱଭାବ କବି" ଗଙ୍ଗାଧର ମେହେର''' (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ରୀତି କବି ଥିଲେ । ସେ [[ଓଡ଼ିଆ ସାହିତ୍ୟ|ଓଡ଼ିଆ ସାହିତ୍ୟରେ]] ପ୍ରକୃତି କବି<ref>{{cite web|last=Samal|first=Debi Prasad|title=Dream of a cultural language comes true|url=http://www.iamin.in/en/node/31194/raise-issuedisqussion-6|publisher=iamin.in|accessdate=1 August 2015}}</ref> ଓ ସ୍ୱଭାବ କବି ଭାବେ ପରିଚିତ ।<ref>{{cite news|last=Panda|first=Namita|title=Epic dance drama captivates audience|url=http://www.telegraphindia.com/1100826/jsp/orissa/story_12855210.jsp|accessdate=1 August 2015|newspaper=The Telegraph}}</ref> ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ "''ଇନ୍ଦୁମତୀ''", "''କୀଚକ ବଧ''" (୧୯୦୩) ଏବଂ "''[[ତପସ୍ୱିନୀ]]''" ଆଦି ପ୍ରମୁଖ । ୧୯୨୪ ଅପ୍ରେଲ ୪ ତାରିଖରେ (ଚୈତ୍ର ଅମାବାସ୍ୟା ତିଥି) ତାଙ୍କର ଦେହାନ୍ତ ହୋଇଥିଲା
 
== ଜୀବନୀ ==
୯୧ କ ଧାଡ଼ି:
*ବସନ୍ତ ବ୍ରତ
{{div col end}}
 
== ମୃତ୍ୟୁ ==
୧୯୨୪ ଅପ୍ରେଲ ୪ ତାରିଖରେ (ଚୈତ୍ର ଅମାବାସ୍ୟା ତିଥି) ତାଙ୍କର ଦେହାନ୍ତ ହୋଇଥିଲା ।
 
== ଆଧାର ==