"ଶ୍ରୀୟା ଚଣ୍ଡାଳୁଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସାହିତ୍ୟିକ ସମାଲୋଚନା
୬ କ ଧାଡ଼ି:
 
== ସାହିତ୍ୟିକ ସମାଲୋଚନା ==
ବଳରାମ ଦାସ ଓ [[ପଞ୍ଚସଖା]] ସମାଜରେ ବ୍ରାହ୍ମଣ୍ୟବାଦ, ମଠ-ମନ୍ଦିର ଜାତିଭିତ୍ତିକ ଭେଦଭାବ ଓ ଲୋକଭାଷାକୁ ଗୌଣ କରି ସଂସ୍କୃତକୁ ଅଗ୍ରାଧିକାରକୁ ବିରୋଧ କରି ସରଳ ଓ ସାଧାରଣ ବୋଧ୍ଯ ଓଡ଼ିଆରେ ସାହିତ୍ୟ ରଚନା କରୁଥିଲେ । ଦଳିତ ଲେଖକ [[ରାଜ କୁମାର]] ଲକ୍ଷ୍ମୀ ପୁରାଣକୁ ସମାଲୋଚନା କରି ଲେଖିଛନ୍ତି ଯେ ପଞ୍ଚସଖାଙ୍କ ମଧ୍ୟରୁ [[ଜଗନ୍ନାଥ ଦାସ|ଜଗନ୍ନାଥ ଦାସଙ୍କ]] ବ୍ୟତୀତ ଚାରିଜଣ କବି ନିଜେ ଦଳିତ ଥିଲେ । ପାଞ୍ଚଜଣ ଯାକ କବିଙ୍କ ରଚନାସମୂହ ହିନ୍ଦୁ ଦେବଦେବୀ ଓ ଶାସ୍ତ୍ରପୁରାଣକୁ ଆଧାର କରି ହୋଇଥିଲେ ମଧ୍ୟ ତାତ୍କାଳିକ ସମାଜର ଦଳିତ ଓ ସାଧାରଣ ଲୋକଙ୍କ ଜୀବନର ଆଲେଖକୁ ଭିତ୍ତିକରି । ଲକ୍ଷ୍ମୀପୁରାଣର କାହାଣୀରେ ବଳରାମ ଦାସଙ୍କ ଓଡ଼ିଆ ସମାଜରେ ଦଳିତମାନଙ୍କ ଉପରେ ଅସ୍ପୃଶ୍ୟତା ଭଳି ଅମାନବୀୟ ବ୍ୟବହାରକୁ ସ୍ପଷ୍ଟ ଭାବେ ଚିତ୍ରଣ କରିବା ସହ ଦଳିତ ନାରୀମାନେ କିଭଳି ଆହୁରି ଅଧିକ ସାମାଜିକ ପ୍ରତାଡ଼ନା ସହୁଥିଲେ ବୋଲି ରାଜ କୁମାର ବର୍ଣ୍ଣନା କରିଛନ୍ତି ।<ref name=":0" /> ସମାଲୋଚନସମାଲୋଚକ [[ସତ୍ୟପ୍ରକାଶ ମହାନ୍ତି]] ''ଲକ୍ଷ୍ମୀ ପୁରାଣ''କୁ ଏକ ନାରୀବାଦୀ ରଚନା ବୋଲି ଅଭିହିତ କରିଛନ୍ତି ।<ref>{{Cite journal|last=Mohanty|first=Satya P.|date=2008|title=Alternative Modernities and Medieval Indian Literature: The Oriya "Lakshmi Purana" as Radical Pedagogy|url=https://www.jstor.org/stable/20616531|journal=Diacritics|volume=38|issue=3|pages=3–21|issn=0300-7162}}</ref>
 
== ଜନପ୍ରିୟ ରଚନାରେ ==