"ଚଢ଼େଇଆ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{About|ଚଢ଼େଇଆ ସଙ୍ଗୀତ||ଚଢ଼େଇଆ ନାଟ}} {{Infobox Performing Arts | name = ଚ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୧୯ କ ଧାଡ଼ି:
==ଗୀତର ପଦ==
[[ଚଢ଼େଇଆ ନାଟ]]ବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ ।
{{Rquote|centerright|ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
ଭଙ୍ଗା ସଂଗିନୀ ମୋ ଗଳାର ହାର
ରସିକା ରମଣୀ ରସ ବିଲାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥|ଚଢ଼େଇଆ ସଙ୍ଗୀତ, [[ବାଲେଶ୍ଵର ଜିଲା]]}}
 
ଚଢ଼େଇଆ ଚଢ଼େଇଆଣିକୁ:
:ଶୁଣ ହେ ନାଗର    କୁହ ମୋ ଆଗର
::ପୃଥିବୀ କାହୁଁ ହୋଇଲା
:କିଏ ଜାତ କଲା    କାହୁ ସେ ଅଇଲା
::ଏକଥା କହିବ ଭଲା ॥
ଚଢ଼େଇଆର ଉତ୍ତର-
:ସେ ସତ୍ୟ ଯୁଗେଣ    ନିଜେ ନାରାୟଣ
::ବଟ ପତ୍ରରେ ଭାସିଲେ ଗୋ
ମେଦାସୁରକୁ ସେ    ବଧ ଯେ କରିଣ
::ମେଦିନୀ ତିଆରି କଲେଗୋ
ସେ ସତ୍ୟ ଯୁଗର    ସତ ନାହିଁ ଦରକାର ଗୋ....
:::::--ଚଢ଼େଇଆ ସଙ୍ଗୀତ
 
{{ଓଡ଼ିଶାର ନାଚ}}