"ପଞ୍ଚଲିଙ୍ଗେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
 
{{prettyurl|panchalingeswar_temple}}
#REDIRECT [[ପଞ୍ଚଲିଙ୍ଗେଶ୍ଵର]]
{{Infobox Mandir
|name = ପଞ୍ଚଲିଙ୍ଗେଶ୍ଵର
|image = Panchalingeswara Temple Nilagiri Baleswar.jpg
|image_size = 250px
|alt = ପଞ୍ଚଲିଙ୍ଗେଶ୍ଵର
|caption = ପଞ୍ଚଲିଙ୍ଗେଶ୍ଵର
|pushpin_map = Orissa
|latd =21 | latm =24 | lats =41.12 | latNS = N
|longd=86 | longm=43 | longs =4.33 | longEW = E
|coordinates_region = <!-- See [[ISO 3166-1 alpha-2]]: IN for India, ... -->
|coordinates_display = ପଞ୍ଚଲିଙ୍ଗେଶ୍ଵର
|coordinates_footnotes=
|map_caption = ପଞ୍ଚଲିଙ୍ଗେଶ୍ଵର
|map_size = 250
|other_names =
|devanagari =
|sanskrit_translit =
|tamil =
|marathi =
|bengali =
|chinese =
|pinyin =
|malay =
|script_name = <!--Enter name of local script used-->
|script = <!--Enter the template name in the local script used -->
|country = [[ଭାରତ]]
|state/province = [[ଓଡ଼ିଶା]]
|district = [[ବାଲେଶ୍ଵର ଜିଲା|ବାଲେଶ୍ଵର]]
#REDIRECT|locale = [[ପଞ୍ଚଲିଙ୍ଗେଶ୍ଵର]]
|elevation_m =
|elevation_footnotes =
|primary_deity =
|important_festivals =
|architectural_styles =
|number_of_temples =
|number_of_monuments =
|inscriptions =
|date_built =
|creator =
|temple_board =
|website =
}}
'''ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର''' [[ଓଡ଼ିଶା]]ର [[ବାଲେଶ୍ଵର ଜିଲା]]ର [[ନୀଳଗିରି]] ପାଖରେ ଥିବା [[ପଞ୍ଚଲିଙ୍ଗେଶ୍ଵର]]ରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାଆଁ ଅନୁସାରେ ଏହି ଜାଗାର ନାଆଁ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।<ref>http://www.orissa-tourism.com/bsore.html</ref>
 
==ଗମନାଗମନ==
ଏହା ନୀଳଗିରିଠାରୁ ୮ କିମି, [[ବାଲେଶ୍ଵର]] ଠାରୁ ୩୦ କିମି ଓ [[ବାରିପଦା]] ଠାରୁ ୮୫ କିମି ଦୂରତାରେ ରହିଅଛି। ଏହି ଦୁଇ ସହର ଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।
 
==ଆଧାର==
* [http://www.odishatourism.net.in/Temples_and_monuments_in_odisha/panchalingeswara_temple_baleswara_odisha.html ପଞ୍ଚଲିଙ୍ଗେଶ୍ଵରର ନିଆରା ପର୍ଯ୍ୟଟନ ସ୍ଥଳୀ]
[[ଫାଇଲ:Pancalingeswara Temple Nilagiri.JPG|thumb|center|450px|ପାହାଡ଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ଵର]]
 
{{Hindu temples in Orissa}}
{{ବାଲେଶ୍ଵର}}
 
[[ବିଭାଗ:ବାଲେଶ୍ଵର ଜିଲା]]
[[category:ଓଡ଼ିଶାର ହିନ୍ଦୁ ମନ୍ଦିର]]
[[category:ହିନ୍ଦୁ ଧର୍ମ]]
[[category:ହିନ୍ଦୁ ମନ୍ଦିର]]
 
[[en:Panchalingeshwar]]
୧୭,୩୭୦

ଗୋଟି ସମ୍ପାଦନା