"ଶ୍ରୀତମ ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
ଟିକେNo edit summary |
||
୧୬ କ ଧାଡ଼ି:
'''{{PAGENAME}}''' ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ।<ref>{{cite news |title=ଚାଲିଗଲେ ବାପା |url=http://samajaepaper.in/epaperimages/24082018/24082018-md-ct-22/24820183351563.jpg |accessdate=27 August 2018 |work=ସମାଜ |date=24 August 2018}}</ref> ସେ ୬୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ <!--୮ ଅଗଷ୍ଟ ୧୯୮୪ରେ--> [[ଓଡ଼ିଶା]]ର [[କଟକ]]ରେ ହୋଇଥିଲା ।
ସେ ୧୯୯୫ରେ ପ୍ରଥମେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେମା [[ସାବିତ୍ରୀ (୧୯୯୫ର ଚଳଚ୍ଚିତ୍ର)|ସାବିତ୍ରୀ]]ରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ ।<ref>{{cite news
ଶ୍ରୀତମ, [[ଭାରତୀୟ ଜନତା ପାର୍ଟି]]ରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି ।<ref>https://www.outlookindia.com/newsscroll/odia-actors-mihir-anu-join-bjp/1234748</ref>
|