"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଟିକେNo edit summary
 
=== ଓଡ଼ିଆ କଥାଚିତ୍ର ଜଗତ ===
ସେ ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]]<nowiki/>ରେ ଏକ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା [[ପକା କମ୍ବଳ ପୋତ ଛତା]]<nowiki/>ରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ସେ [[ସାଗର (୧୯୮୯ର ସିନେମା‌)|ସାଗର]] ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ ।<ref>{{cite news |title=ସ୍ୱପ୍ନ ସତ ହେଲା |url=https://samajaepaper.in/epaperimages/25062022/25062022-md-ct-14/25620223311735.jpg |accessdate=25 June 2022 |work=ସମାଜ |date=25 June 2022 |archiveurl=https://web.archive.org/web/20220625084307/https://samajaepaper.in/epaperimages/25062022/25062022-md-ct-14/25620223311735.jpg |archivedate=25 June 2022 |language=ଓଡ଼ିଆ|url-status=live}}</ref> ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିବା ସହିତ କିଛି ଚଳଚ୍ଚିତ୍ରରେ ସକାରତ୍ମକ ଭୂମିକାରେ ମଧ୍ୟ କାର୍ଯ୍ୟ କରିଥିଲେ ।<ref name="ଅବସାନ" /> ୨୦୨୨ ମସିହାର ଜୁନ ୧୨ ତାରିଖରେ ଜୀବିତ ଥିବାବେଳେ ମୁକ୍ତିଲାଭ କରିଥିଲା ତାଙ୍କ ଶେଷ ଓଡ଼ିଆ କଥାଚିତ୍ର [[ବିଶ୍ୱନାଥ (ଓଡ଼ିଆ କଥାଚିତ୍ର)|ବିଶ୍ୱନାଥ]] ।<ref>{{cite news |title='ସାଗର'ରୁ କ୍ୟାରିୟର୍ ଆରମ୍ଭ |url=https://sambadepaper.com/epaperimages/25062022/25062022-md-hr-6/184939.jpg |accessdate=25 June 2022 |work=ସମ୍ବାଦ |date=25 June 2022 |archiveurl=http://web.archive.org/web/20220625092905/https://sambadepaper.com/epaperimages/25062022/25062022-md-hr-6/184939.jpg |archivedate=25 June 2022 |page=୬ |language=ଓଡ଼ିଆ |url-status=live}}</ref>
 
=== ବଙ୍ଗଳା କଥାଚିତ୍ର ଜଗତ ===
୪୦,୧୬୪

ଗୋଟି ସମ୍ପାଦନା