"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୦ କ ଧାଡ଼ି:
 
==ଅଭିନୟ ଜୀବନ ==
ରାଇମୋହନ ହାଇସ୍କୁଲରେ ପଢ଼ିବାବେଳେ ''କଳା ପାହାଡ଼'' ନାଟକରେ ମୁକୁନ୍ଦଦେବ ଚରିତ୍ରରେ ଅଭିନୟ କରିଥିଲେ । ପରେ କରଞ୍ଜିଆ ମହାବିଦ୍ୟାଳୟରେ ପଢ଼ିବାବେଳେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଗାଁ କ୍ଲବ୍‌ରେ ତାଙ୍କ ଅଭିନୀତ ଏକ ନାଟକ ଦେଖି ତାଙ୍କ ବାପା ତାଙ୍କର ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ।<ref name=":0">{{cite news |title=ମୁକୁନ୍ଦଦେବ ଚରିତ୍ରରୁ ଆରମ୍ଭ |url=https://samajaepaper.in/epaperimages/25062022/25062022-md-ct-14/25620223251443.jpg |accessdate=25 June 2022 |work=[[ସମାଜ (ଖବରକାଗଜ)|ସମାଜ]] |date=25 June 2022 |archiveurl=http://web.archive.org/web/20220625084146/https://samajaepaper.in/epaperimages/25062022/25062022-md-ct-14/25620223251443.jpg |archivedate=25 June 2022 |language=ଓଡ଼ିଆ|url-status=live}}</ref>
 
ସଙ୍ଗୀତ ମହାନବିଦ୍ୟାଳୟରେ ପଢ଼ିବା ସମୟରେ ସେ ରାଧା ପଣ୍ଡାଙ୍କ ନିର୍ଦ୍ଦେଶିତ ନାଟକ ''କୃଷ୍ଣା''ରେ ଭୀମ ଭୂମିକାରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ''ଶତାବ୍ଦୀର କଳାକାର'', ''ଅନ୍ୱେଷଣ'', ନାଟ୍ୟ ଚେତନା, ''ସବୁଜ ନାଟ୍ୟ ସଂସ୍ଥା'' ଆଦି ନାଟକ ଦଳ ସହ କାର୍ଯ୍ୟ କରିଥିଲେ ।<ref name=":0" />
 
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ । ଆରମ୍ଭରୁ ସେ ନାୟକ ହେବାକୁ ଇଚ୍ଛା ପ୍ରକଟ କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ ।<ref>{{cite news|url=https://sakalaepaper.com/media/2022-06/25051628-page-14.jpg|title=ଅବୁଝା ଅବସାନ: ନାୟକ ହେବାକୁ ଥିଲେ ଇଚ୍ଛା|date=25 June 2022|work=[[ସକାଳ (ଖବରକାଗଜ)|ସକାଳ]]|accessdate=25 June 2022|archiveurl=https://web.archive.org/web/20220625050227/https://sakalaepaper.com/media/2022-06/25051628-page-14.jpg|archivedate=25 June 2022|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref>