"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୨ କ ଧାଡ଼ି:
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟ କଳାରେ ଡିଗ୍ରୀ ହାସଲ କରିସାରିବା ପରେ ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାକୁ ଉଦ୍ୟମ କରିଥିଲେ । ଆରମ୍ଭରୁ ସେ ନାୟକ ହେବାକୁ ଇଚ୍ଛା ପ୍ରକଟ କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ ।<ref>{{cite news|url=https://sakalaepaper.com/media/2022-06/25051628-page-14.jpg|title=ଅବୁଝା ଅବସାନ: ନାୟକ ହେବାକୁ ଥିଲେ ଇଚ୍ଛା|date=25 June 2022|work=[[ସକାଳ (ଖବରକାଗଜ)|ସକାଳ]]|accessdate=25 June 2022|archiveurl=https://web.archive.org/web/20220625050227/https://sakalaepaper.com/media/2022-06/25051628-page-14.jpg|archivedate=25 June 2022|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref>
 
=== ଅଭିନୀତଓଡ଼ିଆ କଥାଚିତ୍ର ଜଗତ ===
ସେ ପ୍ରଥମେ ମଞ୍ଚ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]]<nowiki/>ରେ ଏକ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଥିଲେ । ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା [[ପକା କମ୍ବଳ ପୋତ ଛତା]]<nowiki/>ରେ ସେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିବା ସହିତ କିଛି ଚଳଚ୍ଚିତ୍ରରେ ସକାରତ୍ମକ ଭୂମିକାରେ ମଧ୍ୟ କାର୍ଯ୍ୟ କରିଥିଲେ ।<ref name="ଅବସାନ" />
 
=== ବଙ୍ଗଳା କଥାଚିତ୍ର ଜଗତ ===
ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ରାଇମୋହନ ବଙ୍ଗଳା କଥାଚିତ୍ର ଜଗତରେ ଜଗତରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ପ୍ରଥମକରି ବଙ୍ଗଳା କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୫ଟି ବଙ୍ଗଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{cite news|url=https://sakalaepaper.com/media/2022-06/25051628-page-14.jpg|title=ଅବୁଝା ଅବସାନ: ଓଡ଼ିଆରୁ ବଙ୍ଗଳା ଚଳଚ୍ଚିତ୍ର|date=25 June 2022|work=[[ସକାଳ (ଖବରକାଗଜ)|ସକାଳ]]|accessdate=25 June 2022|archiveurl=https://web.archive.org/web/20220625050227/https://sakalaepaper.com/media/2022-06/25051628-page-14.jpg|archivedate=25 June 2022|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref>
 
=== ଯାତ୍ରା ଜଗତ ===
ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧-୯୨ ମସିହାରେ ଅଭିନେତା [[ଅଶ୍ରୁମୋଚନ ମହାନ୍ତି]]<nowiki/>ଙ୍କ ସହ ତାରିଣୀ ଗଣନାଟ୍ୟ ପାଇଁ ଚିନ୍ମୟ ଦାସଙ୍କ ରଚିତ ନାଟକ ''ଭଙ୍ଗା ଆଇନା''ର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ସେ ସମୟରେ ଅନେକ ଲୋକପ୍ରିୟତା ସାଉଁଣ୍ଟିଥିଲା ।<ref name="ରାଇମୋହ">{{cite news|url=https://odisha.live/2018/07/03/jollywood-jatra-actor-raimohan-still-going-strong/|title=ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା|date=3 July 2018|work=OdishaLIVE|accessdate=24 August 2018|archiveurl=http://www.webcitation.org/71uoG2JwK|archivedate=24 August 2018|url-status=live}}</ref>
 
ପରବର୍ତ୍ତୀ ସମୟରେ ସେ କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ, ଗୌରୀ ଗଣନାଟ୍ୟ ଆଦିର ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ଯାତ୍ରାରେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରିଥିଲେ ।<ref>{{cite news|url=https://sakalaepaper.com/media/2022-06/25051628-page-14.jpg|title=ଅବୁଝା ଅବସାନ: ଯାତ୍ରାରେ ଛାଡ଼ିଥିଲେ ଛାପ|date=25 June 2022|work=[[ସକାଳ (ଖବରକାଗଜ)|ସକାଳ]]|accessdate=25 June 2022|archiveurl=https://web.archive.org/web/20220625050227/https://sakalaepaper.com/media/2022-06/25051628-page-14.jpg|archivedate=25 June 2022|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref>
=== ଅଭିନୀତ କଥାଚିତ୍ର ===
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
* [[ବନ୍ଧନ (୨୦୧୧ର କଥାଚିତ୍ର)|ବନ୍ଧନ]] (୨୦୧୧)
* [[ଆସିବୁ କେବେ ସାଜି ମୋ ରାଣୀ]] (୨୦୧୦)