"ରାଇମୋହନ ପରିଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୪ କ ଧାଡ଼ି:
}}
 
'''ରାଇମୋହନ ପରିଡ଼ା''' (୧୦ ଜୁଲାଇ ୧୯୬୩<ref>{{cite news|url=http://www.dharitri.com/epaper/070514/p11.htm|title=ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ|last=ବେହେରା|first=ସୁକେଶ|newspaper=ଧରିତ୍ରୀ|accessdate=11 September 2016}}</ref> - ୨୪ ଜୁନ ୨୦୨୨) [[ଓଡ଼ିଶା]]ରେ ଜନ୍ମଗ୍ରହଣ କରିଥିବା [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ଥିଲେ ।<ref>{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> ୧୯୮୪ ମସିହାରେ [[ଗଙ୍ଗ ଶିଉଳି (ଓଡ଼ିଆ କଥାଚିତ୍ର)|ଗଙ୍ଗ ଶିଉଳି]] ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।<ref name="ଅବସାନ" /> ୧୯୯୧-୯୨ରେ ସେ ପ୍ରଥମେଯାତ୍ରା [[ଅଶ୍ରୁମୋଚନଜଗତର ମହାନ୍ତି]]ଙ୍କଅନେକ ସହନାଟକର ମିଶିନିର୍ଦ୍ଦେଶନା ତାରିଣୀଦେବା ଗଣନାଟ୍ୟରସହିତ ନାଟକକିଛି ଭଙ୍ଗାଯାତ୍ରାପାର୍ଟିରେ ଆଇନାରେଅଭିନୟ ନିର୍ଦ୍ଦେଶନାମଧ୍ୟ ଦେଇଥିଲେକରିଥିଲେ<ref name="ରାଇମୋହ">{{cite news |title=ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା |url=https://odisha.live/2018/07/03/jollywood-jatra-actor-raimohan-still-going-strong/ |accessdate=24 August 2018 |work=OdishaLIVE |date=3 July 2018 |archiveurl=http://www.webcitation.org/71uoG2JwK |archivedate=24 August 2018|url-status=live}}</ref> ୨୪ ଜୁନ ୨୦୨୨ରେ ସେ ଆତ୍ମହତ୍ୟା କରିଥିଲେ ।<ref>{{cite news |last1=Das |first1=Haraprasad |title=Ollywood actor Raimohan Parida passes away; Suicide suspected |url=https://pragativadi.com/ollywood-actor-raimohan-parida-passes-away-suicide-suspected/ |accessdate=24 June 2022 |work=Pragativadi |date=24 June 2022 |archiveurl=https://web.archive.org/web/20220624090858/https://pragativadi.com/ollywood-actor-raimohan-parida-passes-away-suicide-suspected/#:~:text=Bhubaneswar%3A%20In%20a%20tragic%20incident,He%20was%2058. |archivedate=24 June 2022 |location=Bhubaneswar |language=English |url-status=live}}</ref>
 
== ଜନ୍ମ, ପରିବାର ଓ ଶିକ୍ଷା ==
୪୫ କ ଧାଡ଼ି:
 
ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ରାଇମୋହନ ବଙ୍ଗଳା କଥାଚିତ୍ର ଜଗତରେ ଜଗତରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ପ୍ରଥମକରି ବଙ୍ଗଳା କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୧୫ଟି ବଙ୍ଗଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।<ref>{{cite news|url=https://sakalaepaper.com/media/2022-06/25051628-page-14.jpg|title=ଅବୁଝା ଅବସାନ: ଓଡ଼ିଆରୁ ବଙ୍ଗଳା ଚଳଚ୍ଚିତ୍ର|date=25 June 2022|work=[[ସକାଳ (ଖବରକାଗଜ)|ସକାଳ]]|accessdate=25 June 2022|archiveurl=https://web.archive.org/web/20220625050227/https://sakalaepaper.com/media/2022-06/25051628-page-14.jpg|archivedate=25 June 2022|language=[[ଓଡ଼ିଆ ଭାଷା|ଓଡ଼ିଆ]]|url-status=live}}</ref>
 
ରାଇମୋହନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଯାତ୍ରା ଜଗତରେ ମଧ୍ୟ ଅଭିନୟ କରିଥିଲେ । ସେ ୧୯୯୧-୯୨ ମସିହାରେ ଅଭିନେତା [[ଅଶ୍ରୁମୋଚନ ମହାନ୍ତି]]<nowiki/>ଙ୍କ ସହ ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗ ଆଇନାର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ସେ ସମୟରେ ଅନେକ ଲୋକପ୍ରିୟତା ସାଉଁଣ୍ଟିଥିଲା ।<ref name="ରାଇମୋହ">{{cite news|url=https://odisha.live/2018/07/03/jollywood-jatra-actor-raimohan-still-going-strong/|title=ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା|date=3 July 2018|work=OdishaLIVE|accessdate=24 August 2018|archiveurl=http://www.webcitation.org/71uoG2JwK|archivedate=24 August 2018|url-status=live}}</ref>
 
=== ଅଭିନୀତ କଥାଚିତ୍ର ===