"ପାଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Infobox Performing Arts
'''ପାଲା''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା ।
| name = ପାଲା
| image =
| caption = ପାଲା ପରିବେଷଣ
| medium = ଗୀତ-ନାଟ
| types =
| ancestor =
| descendant =
| culture = [[ଓଡ଼ିଆ ଚଳଣି]]
| origin = [[ଗଞ୍ଜାମ ଜିଲା|ଗଞ୍ଜାମ]], [[ଓଡ଼ିଶା]]</br />{{flag|ଭାରତ}}
| era =
| music = [[ପାଲା ସଙ୍ଗୀତ]]
| participants = ୬ ଜଣ<br />
ଜଣେ ଗାୟକ, ଜଣେ ବାୟକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆ
}}
'''ପାଲା''' ଏକ ପାରମ୍ପାରିକ ଓ ବିଦଗ୍ଧ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା । ଏହା ଏକ ଅତି ପୁରାତନ ଲୋକନାଟ୍ୟ । ପାଲା ସାଧାରଣତଃ ୬ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ ।
 
==ଇତିହାସ==
ପାଲା ଓଡ଼ିଶାର ବିଦଗ୍ଧ କଳା । ଏହା ଏକ ଅତି ପୁରାତନ ଲୋକନାଟ୍ୟ । ପାଲା ସାଧାରଣତଃ ୬ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । [[ଓଡ଼ିଶା]]ର ଏହି ସ୍ବତନ୍ତ୍ର କଳା ଦିନେ ଘରେ ଘରେ ଅତି ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେଘରେ ପହଞ୍ଚି ପାରିଥିଲା । ସେହିପରି ସ୍ବାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ବପୂଣ୍ଣ ଭୂମିକା ରହିଥିଲା ।
 
==ବିଶେଷତା==
ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ବୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ ।
 
==ଆଧାର==
{{reflist}}
 
{{ଓଡ଼ିଶାର ଲୋକକଳା}}
{{ଓଡ଼ିଶା ପ୍ରସଙ୍ଗ}}
 
[[category:ଓଡ଼ିଆର ଲୋକନାଟ]]
"https://or.wikipedia.org/wiki/ପାଲା"ରୁ ଅଣାଯାଇଅଛି