"ଚଢ଼େଇଆ ନାଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୨ କ ଧାଡ଼ି:
| era =
| music = [[ଚଢ଼େଇଆ ସଙ୍ଗୀତ]]
| participants = ଏକକଚଢ଼େଇଆ, ବା ବହୁଚଢ଼େଇଆଣି
}}
'''ଚଢ଼େଇଆ ନାଟ''' ବା '''ଚଢ଼େଇଆ ନାଚ''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା । ଏହା ଏକ [[ବାଲେଶ୍ଵରୀ ଲୋକ କଳା]] । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି ।
 
==[[ଚଢ଼େଇଆ ସଙ୍ଗୀତ]]==
==ଗୀତ==
ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ [[ଚଢ଼େଇଆ ସଙ୍ଗୀତ]] କୁହାଯାଏ ।
{{Rquote|center|ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
୨୨ କ ଧାଡ଼ି:
ରସିକା ରମଣୀ ରସ ବିଲାସିନୀ
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥|[[ଚଢ଼େଇଆ ସଙ୍ଗୀତ]], [[ବାଲେଶ୍ଵର ଜିଲା]]}}
 
==ଆଧାର==
{{reflist}}
 
{{ଓଡ଼ିଶାର ନାଚ}}
Line ୨୯ ⟶ ୩୨:
[[category:ଓଡ଼ିଶାର ଲୋକନାଟ]]
[[category:ଲୋକନାଟ]]
[[category:ନୃତ୍ୟସଙ୍ଗୀତ]]
[[ବିଭାଗ:ଓଡ଼ିଶାର ନାଟ ଓ ସଙ୍ଗୀତ]]
[[ବିଭାଗ:ଓଡ଼ିଶାର ଲୋକକଳା]]