"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (ହୋଇଅଛି -> ହୋଇଛି (ବହୁପ୍ରଚଳିତ ଓ ଆଧୁନିକ ରଚନାଶୈଳୀ) (via JWB))
No edit summary
{{Infobox Writer <!-- for more information see [[:Template:Infobox Writer/doc]] -->
| honorific_prefix = କବି ସମ୍ରାଟ
| name = ଉପେନ୍ଦ୍ର ଭଞ୍ଜ
| image = Odissi musician poet Kabi =Samrat Upendra Bhanja.pngjpg
| imagesize = 250px
| caption = ଉପେନ୍ଦ୍ର ଭଞ୍ଜ
| birthdate = ୧୬୭୦ <!--{{birth date |1951|01|04|}}-->
| deathdate = ୧୭୪୦
| birthplace = [[କୁଲାଡ଼]], [[ଗଞ୍ଜାମ ଜିଲ୍ଲା]]
| nationality = [[ଭାରତ|ଭାରତୀୟ]]
| religion = ହିନ୍ଦୁ
| occupation = କବି
| period = ''ରୀତି ଯୁଗ''
| notableworks = * [[ବୈଦେହୀଶ ବିଳାସ]]
* [[ଲାବଣ୍ୟବତୀ]]
* [[କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ]]
| honorific_suffix = ବୀରବର
|honorific_suffix=ବୀରବର|language=[[ଓଡ଼ିଆ]]|relatives=[[ଧନଞ୍ଜୟ ଭଞ୍ଜ]]|movement=[[ରୀତି ଯୁଗ]]|subject=ପୁରାଣ ଆଧାରିତ ବା କାଳ୍ପନିକ କାବ୍ୟ|genre=[[କାବ୍ୟ ସାହିତ୍ୟ]]|pseudonym=ଯୁବ ଭଞ୍ଜ (ଦଶପୋଇ)}}
| language = [[ଓଡ଼ିଆ]]
| relatives = [[ଧନଞ୍ଜୟ ଭଞ୍ଜ]]
| movement = [[ରୀତି ଯୁଗ]]
| subject = ପୁରାଣ ଆଧାରିତ ବା କାଳ୍ପନିକ କାବ୍ୟ
| genre = [[କାବ୍ୟ ସାହିତ୍ୟ]]
| pseudonym = ଯୁବ ଭଞ୍ଜ (ଦଶପୋଇ)
}}
 
କବି ସମ୍ରାଟ '''ଉପେନ୍ଦ୍ର ଭଞ୍ଜ''' (୧୬୭୦<ref name=":0">ଓଡ଼ିଆ ଗୀତିକାବ୍ୟ ସଙ୍କଳନ, ସଂକଳନ ଓ ସମ୍ପାଦନା : ଜାନକୀ ବଲ୍ଲଭ ମହାନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୭୭ ।</ref> - ୧୭୪୦, ଅନ୍ୟମତେ ୧୭୨୦<ref name=":0" />) ଜଣେ ପୁରାତନ ଭାରତୀୟ-[[ଓଡ଼ିଆ ଭାଷା|ଓଡ଼ିଆ]] କବି ଥିଲେ ।<ref>{{cite web|url=https://ganjam.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/|title=ଜିଲ୍ଲା ସମ୍ବନ୍ଧରେ|website=ganjam.nic.in|accessdate=13 August 2018}}</ref> ସେ ଷୋଡ଼ଶ ଶତାବ୍ଦୀରେ ପୁରାତନ ରାଜଶାସିତ [[ଭଞ୍ଜନଗର|ଘୁମୁସର]]ର [[କୁଲାଡ଼ଗଡ]]ଠାରେ ଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।<ref name="mansingha">Mansingha, Mayadhar: ''History of Odia Literature'': Publisher, Sahitya Akademi, Delhi</ref>
୧,୬୩୫

ଗୋଟି ସମ୍ପାଦନା