"ଚଢ଼େଇଆ ନାଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Infobox Performing Arts
| name = ଚଢ଼େଇଆ ନାଟ
| image =
| caption = ଚଢ଼େଇଆ ନାଟ ପରିବେଷଣ
| medium = ଗୀତ-ନାଟ
| types =
| ancestor =
| descendant =
| culture = [[ଓଡ଼ିଆ ଚଳଣି]]
| origin = [[ବାଲେଶ୍ଵର]], [[ଓଡ଼ିଶା]]</br />{{flag|ଭାରତ}}
| era =
| music = [[ଚଢ଼େଇଆ ସଙ୍ଗୀତ]]
| participants = ଏକକ ବା ବହୁ
}}
'''ଚଢ଼େଇଆ ନାଟ''' ବା '''ଚଢ଼େଇଆ ନାଚ''' ଏକ ପାରମ୍ପାରିକ [[ଓଡ଼ିଆ ଭାଷା|ଓଡ଼ିଆ]] ଗୀତ-ନାଟ/ନୃତ୍ୟ କଳା । ଏହା ଏକ [[ବାଲେଶ୍ଵରୀ ଲୋକ କଳା]] । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି ।