"ପକ୍ଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ Fix joint words
 
୫ କ ଧାଡ଼ି:
 
 
[[ପୂର୍ଣ୍ଣିମା]]ର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି [[ପ୍ରତିପଦ]], ତାପରେ ଯଥାକ୍ରମେ [[ଦ୍ୱିତୀୟା]], [[ତୃତୀୟା]], [[ଚତୁର୍ଥୀ]], [[ପଞ୍ଚମୀ]], [[ଷଷ୍ଠୀ]], [[ସପ୍ତମୀ]], [[ଅଷ୍ଟମୀ]], [[ନବମୀ]], [[ଦଶମୀ]], [[ଏକାଦଶୀ]], [[ଦ୍ୱାଦଶୀ]], [[ତ୍ରୟୋଦଶୀ]], [[ଚତୁର୍ଦ୍ଦଶୀ]] ଓ [[ଅମାବାସ୍ୟା]] ଏପରି ୧୫ ତିଥିରେ କୃଷ୍ଣପକ୍ଷ [[ଅମାବାସ୍ୟା]] ଦିନ ଶେଷ ହୁଏ ।ଚନ୍ଦ୍ର ଅମାବାସ୍ୟାର ଅନ୍ଧକାରକୁ ଅଗ୍ରସର ହେଉଥିବାରୁ କୃଷ୍ଣ ପକ୍ଷ ଵାବା ଅନ୍ଧାର ପକ୍ଷ ମଧ୍ୟ କୁହାଯାଏ
 
 
"https://or.wikipedia.org/wiki/ପକ୍ଷ"ରୁ ଅଣାଯାଇଅଛି