"ଉତ୍କଳ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (robot Modifying: en:Orissa Day; cosmetic changes
ଟିକେNo edit summary
୧ କ ଧାଡ଼ି:
[[ଫାଇଲ:Orissa State map.svg|thumb|300px|right|ଓଡ଼ିଶା ମାନଚିତ୍ର]]
'''ଓଡ଼ିଶା ଦିବସ''' (ବା '''ଉତ୍କଳ ଦିବସ''' ({{lang-en|Utkal divas}} ) ପହିଲା ଏପ୍ରିଲ ଦିନ ସମଗ୍ର ଓଡ଼ିଶାରେ[[ଓଡ଼ିଶା]]ରେ ପାଳନ କରାଯାଏ । ଏପ୍ରିଲ ପହିଲା ୧୯୩୬ରେ [[ଓଡ଼ିଶା]] ରାଇଜରାଜ୍ୟ ଗଠନ ହେବା ଦିନରେ ଏହି ଦିନଏହା ପାଳନ କରାଯାଏ ।
 
୧୫୬୮ରେ ଶେଷ ହିନ୍ଦୁ ରଜା ମୁକୁନ୍ଦ ଦେବଙ୍କ ଦେହଛାଡିବା ପରେ, ବ୍ରିଟିସ ଶାସନରୁ ଅଲଗା ହୋଇ [[ଓଡ଼ିଶା]]କୁ ଏକ ଅଲଗା ରାଜ୍ୟ <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf]</ref> କରିବା ପାଇଁ ମଧୁବାବୁ[[ମଧୁସୂଦନ (ମଧୁସୁଦନଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ)]], [[ଫକିର ମୋହନ ସେନାପତି|ବ୍ୟାସକବି ଫକିର ମୋହନ ସେନାପତି]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], ପଣ୍ଡିତ [[ନିଳକଣ୍ଠନୀଳକଣ୍ଠ ଦାସ|ପଣ୍ଡିତ ନୀଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାଏ|କବିବର ରାଧାନାଥ ରାଏ]], ବାମଣ୍ଡାର ରଜା ସୁଢଳ ଦେବ ଓ [[ମୟୁରଭଞ୍ଜ]]ର ରଜା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଓଡ଼ିଶାକୁ[[ଓଡ଼ିଶା]]କୁ ଏକ ଅଲଗା ରାଇଜରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପହିଲା [[ଓଡ଼ିଶା]] ରାଇଜରାଜ୍ୟ ଛଅଟି ଜିଲାଜିଲ୍ଲା- [[କଟକ ଜିଲା|କଟକ]], [[ପୁରୀ ଜିଲା|ପୁରୀ]], [[ବାଲେଶ୍ଵର ଜିଲା|ବାଲେଶ୍ଵର]], [[ସମ୍ବଲପୁର ଜିଲା|ସମ୍ବଲପୁର]], [[କୋରାପୁଟ ଜିଲା|କୋରାପୁଟ]] ଓ [[ଗଞ୍ଜାମ ଜିଲା|ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅସ୍ଟିନ ହବାକ ଓଡ଼ିଶାର[[ଓଡ଼ିଶା]]ର ପହିଲା ରାଇଜପାଳ ଭବରେ ଶପଥ ନେଇଥିଲେ । <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮]</ref>, <ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଇଜ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାଆଁ ବଦଳ]</ref> ଏବେ [[ଓଡ଼ିଶା]]ରେ ୩୦ଟି ଜିଲାଜିଲ୍ଲା ଅଛି ।
୧୫୬୮ରେ ଶେଷ ହିନ୍ଦୁ ରଜା ମୁକୁନ୍ଦ ଦେବଙ୍କ ଦେହଛାଡିବା ପରେ, ବ୍ରିଟିସ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଇଜ <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf]</ref>
 
==ଆଧାର==
କରିବା ପାଇଁ ମଧୁବାବୁ (ମଧୁସୁଦନ ଦାସ), [[ଫକିର ମୋହନ ସେନାପତି]], [[ଗୋପବନ୍ଧୁ ଦାସ]], ପଣ୍ଡିତ [[ନିଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାଏ]], ବାମଣ୍ଡାର ରଜା ସୁଢଳ ଦେବ ଓ [[ମୟୁରଭଞ୍ଜ]]ର ରଜା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଇଜ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପହିଲା ଓଡ଼ିଶା ରାଇଜ ଛଅଟି ଜିଲା- [[କଟକ]], [[ପୁରୀ]], [[ବାଲେଶ୍ଵର]], [[ସମ୍ବଲପୁର]], [[କୋରାପୁଟ]] ଓ [[ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅସ୍ଟିନ ହବାକ ଓଡ଼ିଶାର ପହିଲା ରାଇଜପାଳ ଭବରେ ଶପଥ ନେଇଥିଲେ । <ref>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf ଓଡ଼ିଶା ରିଭିଉ ଇ-ବହି ଏପ୍ରିଲ ୨୦୦୮]</ref>, <ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଇଜ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାଆଁ ବଦଳ]</ref> ଏବେ [[ଓଡ଼ିଶା]]ରେ ୩୦ଟି ଜିଲା ଅଛି ।
 
== ରେଫେରେଁସ ==
{{reflist}}
 
{{ଓଡ଼ିଶା}}
{{ଓଡ଼ିଶା ପ୍ରସଙ୍ଗ}}
 
[[ବିଭାଗ:ଓଡ଼ିଶା]]