"ମାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 2409:4089:18A:2012:0:0:2091:28B1 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 2401:4900:3BC6:E26C:ED31:C163:EA98:13C6ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗସବୁ: Rollback Reverted
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Magha}}
ମଘା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡ଼ୁଥିବା [[ମାସ|ଚାନ୍ଦ୍ରମାସକୁ]] '''ମାଘ''' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[ପୌଷ]] ଓ ପରବର୍ତ୍ତୀ ମାସ [[ଫାଲ୍‌ଗୁନ]] । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ [[ହିନ୍ଦୁ]]ମାନଙ୍କର ଗୋଟିଏ ଧର୍ମମାସ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦଶମ ଚାନ୍ଦ୍ରମାନ ମାସ। ଯିଏ ମାର୍ଗଶିର ମାସ ରେମାସରେ ଦେହ ମୁଣ୍ଡ ଖରାପ ଯୋଗୁଁ ମାଣ ବସେଇ ପାରିନଥିବ, ସିଏ ଏ ମାସ ଗୁରୁବାର ରେଗୁରୁବାରରେ ମାଣ ବସେଇ ପାରିବ।
 
== ପର୍ବପର୍ବାଣି ==
"https://or.wikipedia.org/wiki/ମାଘ"ରୁ ଅଣାଯାଇଅଛି