"ପିତୃ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ ତିଆରି
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Father's Day}}
ପିତା ତଥା ପିତୃତ୍ଵ ବନ୍ଧନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ '''ପିତୃ ଦିବସ''' ପାଳିତ ହୋଇ ଆସୁଅଛି । ୟୁରୋପର କ୍ୟାଥୋଲିକ୍ ଦେଶମାନଙ୍କରେ ଏହାକୁ ମହାପୁରୁଷ ଜୋସେଫଙ୍କ ଦିବସ ଭାବେ ମାର୍ଚ୍ଚ ୧୯ ରେ୧୯ରେ ପାଳନ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ, ସୋନୋରା ସ୍ମାର୍ଟ ଡୋଡଙ୍କ<ref>{{cite magazine |last=Gilbert |first=Daniel |author-link=Daniel Gilbert (psychologist) |date=June 11, 2006 |url=http://content.time.com/time/subscriber/article/0,33009,1202940,00.html |title=Does Fatherhood Make You Happy? |work=[[Time (magazine)|Time]]}}</ref><ref>{{cite web |url=http://melrosemirror.media.mit.edu/servlet/pluto?state=303034706167653030375765625061676530303269643030353138303431 |title=Father's Day |publisher=Melrosemirror.media.mit.edu |access-date=June 18, 2012 |url-status=dead |archive-url=https://web.archive.org/web/20110806231338/http://melrosemirror.media.mit.edu/servlet/pluto?state=303034706167653030375765625061676530303269643030353138303431 |archive-date=August 6, 2011 }}</ref><ref>{{Cite web|url=http://www.spokaneknoxpc.org/documents/SonoraSmartDodd_Biography.pdf|title=Sonora Louise Smart Dodd|date=February 19, 2010|publisher=Spokane Regional Convention & Visitor Bureau|access-date=August 22, 2016|archive-date=August 12, 2016|archive-url=https://web.archive.org/web/20160812053653/http://spokaneknoxpc.org/documents/SonoraSmartDodd_Biography.pdf|url-status=dead}}</ref> ଦ୍ଵାରା ପିତୃ ଦିବସ ପ୍ରତିଷ୍ଠା କରାଯାଇଥିଲା ଏବଂ ୧୯୧୦ ମସିହାରେ ପ୍ରଥମ ଥର ପାଇଁ [[ଜୁନ]] ତୃତୀୟ ରବିବାରରେ ପାଳନ କରାଯାଇଥିଲା । ପୃଥିବୀର ବିଭିନ୍ନ ଦେଶରେ ପିତାଙ୍କ ସମ୍ମାନରେ ନିଜସ୍ୱ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ଦିନରେ ଏହି ଦିବସ ପାଳନ କରନ୍ତି ।
 
== ଭାରତ ସଂଦର୍ଭରେ ==
ପିତୃ ଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବ ଦ୍ୱାରାପ୍ରଭାବଦ୍ୱାରା ଅନୁସରଣ କରାଯାଇଛି । ଭାରତରେ ଏହା [[ଜୁନ]] ତୃତୀୟ ରବିବାର ଦିନ ପାଳନ କରାଯାଏ । ଏହି ଦିବସ ଏକ ସାଧାରଣ ଛୁଟି ନୁହେଁ । ଅଧୁନା ଏହି ଦିନଟି ସାଧାରଣତଃ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ପୁନେ ଭଳି ଅନ୍ୟାନ୍ୟ ବଡ଼ ସହରରେ ପାଳନ କରାଯାଉଛି । ଉତ୍ତର ପୂର୍ବାଞ୍ଚଳ ନାଗାଲାଣ୍ଡରେ ଏହା ଏକ ଛୁଟିଦିନ ଯେଉଁଠାରେ ଏହି ଅବସରରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ । ୧୯୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏହି ଦିନଟି ପାଳନ କରାଯିବା ପରେ ଏବଂ ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା । ପରବର୍ତ୍ତୀ ସମୟରେ ଭାରତର କେବଳ ମହାନଗର ଗୁଡିକରେ ଏହି ଘଟଣାକୁ ସ୍ୱୀକୃତି ଦେଇ ଏହି ପରମ୍ପରା ଅନୁସରଣ କରାଗଲା ।<ref name="The Times of India">{{cite web |title=The origin story of Father’s Day - Times of India |url=https://timesofindia.indiatimes.com/life-style/relationships/parenting/The-origin-story-of-Fathers-Day/articleshow/36547725.cms |website=The Times of India |accessdate=18 February 2022 |language=en}}</ref> ଏହି ଦିବସରେ ଭାରତରେ ସାଧାରଣତଃ ପିଲାମାନେ ଗ୍ରିଟିଂ କାର୍ଡ, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ସାର୍ଟ, ସୁନା ହାର, କଫି ମଗ୍ କିମ୍ବା ବହି ପରି ଉପହାର ଦେବା ସହିତ ଏହି ଦିନଟି ପାଳନ କରିଥାନ୍ତି ।
 
== ଆଧାର ==