"ଆଷାଢ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୯ କ ଧାଡ଼ି:
 
===ଏହି ମାସର ଋତୁ===
ଲୋକ ଭାବନ୍ତି ଯେ ଆଷାଢ଼ ହେଉଛି ବର୍ଷା ଋତୁର ମାସ। ହେଲେ କିନ୍ତୁ ଏଇଟା ସତ ନୁହେଁ। ଏହି ମାସର କୃଷ୍ଣପକ୍ଷ ରେକୃଷ୍ଣପକ୍ଷରେ ଗ୍ରୀଷ୍ମ ଋତୁ ହୁଏ ଏବଂ ଶୁକ୍ଳପକ୍ଷ ରେଶୁକ୍ଳପକ୍ଷରେ ବର୍ଷା ଋତୁ ହୁଏ।
 
କାରଣ ଜ୍ୟୈଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମା ରେପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରା ଦିବ୍ୟ ସ୍ନାନ କରନ୍ତି ଯାହା ଦ୍ବାରା ତାଙ୍କୁ ଜ୍ବର ହେଇଯାଏ। ସେଇଲାଗି ପ୍ରକୃତି ରାଗିଯାଏ ଆଉ ଗ୍ରୀଷ୍ମ ହୁଏ।
 
ପୁଣି ଯେବେ ସେ ଆଷାଢ଼ ଅମାବାସ୍ୟା ରେଅମାବାସ୍ୟାରେ ଆଖି ଖୋଲନ୍ତି ତେବେ ପ୍ରକୃତି ପ୍ରସନ୍ନ ହୁଏ ଓ ବର୍ଷା ଋତୁ ପ୍ରାରମ୍ଭ ହୁଏ।
"https://or.wikipedia.org/wiki/ଆଷାଢ଼"ରୁ ଅଣାଯାଇଅଛି