"ଆଷାଢ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
ଆଷାଢ଼ା (ପୂର୍ବାଷାଢ଼ା ବା ଉତ୍ତରାଷାଢ଼ା) ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସକୁ ଆଷାଢ଼ ମାସ କୁହାଯାଏ। ଏହା ଓଡ଼ିଆ ହିନ୍ଦୁମାନଙ୍କର ତୃତୀୟ ଚାନ୍ଦ୍ରମାନ ମାସ। ଏହାର ପୂର୍ବବର୍ତ୍ତୀ ମାସ [[ଜ୍ୟୈଷ୍ଠ]] ଓ ପରବର୍ତ୍ତୀ ମାସ [[ଶ୍ରାବଣ]] ଅଟେ।
ଏଇ ମାସର କୃଷ୍ଣପକ୍ଷ ଓ ପୂର୍ବବର୍ତ୍ତୀ ଦୁଇ ମାସରେ ଗ୍ରୀଷ୍ମ ଋତୁ ହୁଏ। ଏଇ ମାମରମାସର ଶୁକ୍ଳପକ୍ଷ ଓ ପରବର୍ତ୍ତୀ ମାସରେ ବର୍ଷା ଋତୁ ହୁଏ।
 
== ପର୍ବପର୍ବାଣି ==
"https://or.wikipedia.org/wiki/ଆଷାଢ଼"ରୁ ଅଣାଯାଇଅଛି