"ବୈଶାଖ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ଛୋଟ|Vaisakha}}
ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ '''ବୈଶାଖ''' ('''ବଇଶାଖ''' ନାମରେ ମଧ୍ୟ ଜଣା) ମାସ କୁହାଯାଏ । ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ । ବୈଶାଖ ଓଡ଼ିଆ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ [[ପଣାବୈଶାଖ କୃଷ୍ଣ ପ୍ରତିପଦ ସଙ୍କ୍ରାନ୍ତି]]ଠାରୁ
ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ [[ଚୈତ୍ର]] ଓ ପରବର୍ତ୍ତୀ ମାସ [[ଜ୍ୟୈଷ୍ଠ]] । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ ।
 
== ପର୍ବପର୍ବାଣି ==
"https://or.wikipedia.org/wiki/ବୈଶାଖ"ରୁ ଅଣାଯାଇଅଛି