"ସମ୍ବାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୯ କ ଧାଡ଼ି:
== ଖବରକାଗଜ==
 
== [[ଖବର (ଖବରକାଗଜ)|ଖବରର]] ଉପଯୋଗିତା ==
ଖବରକାଗଜ କୁ ସମ୍ବାଦ ପତ୍ର ମଧ୍ୟ କୁହାଯାଏ। ଏହାକୁ ଇଂରାଜୀରେ ନିଯୁଜ୍ ପେପର ( News paper ) କୁହାଯାଏ । ନିଜ ଜଗତ ତଥା ବିଭିନ୍ନ ସ୍ଥାନର‌ ବିଷୟ ରେ ଜାଣିବା ପାଇଁ ଆମେ ଆଗ୍ରହୀ ହେବାକୁ ଲାଗିଥାଉଁ , ଫଳରେ ଜନ୍ମ ନେଇଛି ଆଜିର ସମ୍ବାଦ ପତ୍ର।
 
ମହାତ୍ମାଗାନ୍ଧୀ କହିଥିଲେ, "ସତ୍ୟ ଘଟଣା ବର୍ଣନା ହିଁ ସମ୍ବାଦ" । ଟର୍ଣ୍ଣର୍ କାଟ୍ ଲେଜ୍ ଙ୍କ ମତରେ"ଯାହା ତୁମେ ଗତକାଲି ଜାଣି ନ ଥିଲ ଆଜି ହଠାତ୍ ଜାଣିଲ ତାହା ହେଉଛି ସମ୍ବାଦ"।
 
ସମ୍ବାଦ ପତ୍ର ର ଇତିହାସ ଅଧ୍ୟୟନ କଲେ ଆମେ ଜାଣିବାକୁ ପାଇବା ଯେ ସର୍ବ ପ୍ରଥମେ ଷୋଡ଼ଶ ଶତାବ୍ଦୀରେ ଇଟାଲୀ ର "ଭେନିସ୍ " ସହରରେ ଏହାର ପ୍ରଚଳନ ଦେଖାଯାଇଥିଲା। ଆଉ ମଧ୍ୟ ଅନ୍ୟ କେହି କେହି ମତ ଦିଅନ୍ତି ଯେ "ଚୀନ" ଏହାର ଜନ୍ମଦାତା। ପରବର୍ତ୍ତୀ କାଳରେ "ୟୁରୋପ ଓ ଆମେରିକା "ମୁଦ୍ରଣ ଯନ୍ତ୍ର ର ଉନ୍ନତି ଘଟିବା ଫଳରେ ଦୈନିକ ଖବରକାଗଜ ର ପ୍ରକାଶ ସମ୍ଭବ ହେଲା।
 
ଇଂରାଜୀ ଶାସନ କାଳରେ ଭାରତ ରେ ପ୍ରଥମେ ୧୭୮୦ ମସିହାରେ "ବେଙ୍ଗଲ ଗେଜେଟ" ନାମକ ଖବରକାଗଜ ର ପ୍ରକାଶିତ ହୋଇଥିଲା। ଓଡ଼ିଶାରେ ୧୮୬୬ ଖ୍ରୀଷ୍ଟାବ୍ଦରେ ସର୍ବ ପ୍ରଥମେ କର୍ମବୀର ଗୌରୀଶଙ୍କର ରାୟଙ୍କ ରଚିତ "ଉତ୍କଳ ଦୀପିକା"ପ୍ରଥମ ସମ୍ବାଦ ପତ୍ର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାରେ ସମାଜ, ମାତୃଭୂମି, ଧରିତ୍ରୀ, ସମ୍ବାଦ,News of world ,sun times, ପ୍ରଗତିବାଦୀ ଓ ପ୍ରଜାତନ୍ତ୍ର ପ୍ରଭୃତି ଖବରକାଗଜ ପାଠକ ମାନଙ୍କୁ ଖବର ପରିବେଷଣ ର ସେବା ଯୋଗାଇ ଦେଉଛି।
* ଏହାର ଉପଯୋଗିତା - ସ୍କୁଲ, କଲେଜ, ଦୋକାନ, ବସଷ୍ଟାଣ୍ଡ, ଅଫିସ୍ ୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍ଆଦି ସ୍ଥାନରେ ଏହା ୍ର୍୍ର୍ର୍୍୍ର୍୍ର୍ର୍୍ର୍୍ର୍୍୍ର୍ର୍୍୍ର୍୍ର୍ର୍୍ର୍୍ର୍ର୍୍୍ର୍୍ର ନିଜର ଉପସ୍ଥିତି ଜାହିର କରିଥାଏ। ଏହା ସବୁ ବର୍ଗର ମନୁଷ୍ୟ ମାନଙ୍କ ପାଇଁ ସୁଖ ଦୁଃଖ ର ସାଥୀ ପାଲଟିଛି। ଖବରକାଗଜ ରୁ ପାଣିପାଗ, ବଜାର ଦର, ସରକାର ଙ୍କ ଯୋଜନା, ଖେଳ, ସିନେମା, ସାହିତ୍ୟ, ଟ୍ରେନ ଓ ବସ୍ ର ସମୟ, ରାଶିଫଳ, ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ବିଷୟରେ ଜାଣିହୁଏ। ବନ୍ୟା, ବାତ୍ୟା, ମରୁଡି, ଦୁର୍ଭିକ୍ଷ ଓ ଭୂମିକମ୍ପ ପରି ପ୍ରାକୃତିକ ବିପତ୍ତି ଓ ବିପନ୍ନ ରେ ଲୋକ ଙ୍କ ଅବସ୍ଥା ଖବରକାଗଜ ରୁ ଜାଣିବାକୁ ପାଇଥାଉ। ବ୍ୟବସାୟ କୁ ଦ୍ରୁତତର ଓ ସମୃଦ୍ଧତର କରିବା ପାଇଁ ଖବରକାଗଜ ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣ ଶାସନ ର ଭଲମନ୍ଦ ସମ୍ପର୍କରେ ଖବରକାଗଜ ମାଧ୍ୟମରେ ନିଜ ନିଜର ସ୍ୱାଧୀନତା ମତ ପ୍ରକାଶ କରିଥାନ୍ତି। ଲେଖକ ଓ ପାଠକ ଉଭୟ ସମ୍ବାଦ ପତ୍ର ଦ୍ୱାରା ଉପକୃତ ହୋଇଥାନ୍ତି।
 
ଏତଦ୍ ବ୍ୟତୀତ କୃଷି ଓ ପାଣିପାଗ, ଶିଳ୍ପ ସ୍ୱାସ୍ଥ୍ୟ, ବ୍ୟକ୍ତି ନିରୁଧିଷଟତା, ବକୃତା , ଆନ୍ତର୍ଜାତିକ ସମସ୍ୟା ଓ ଅଦାଲତରାୟ ଆଦି ସମ୍ବାଦ ପତ୍ର ର ଅଙ୍ଗ ମଣ୍ଡନ କରିଥାଏ।
ଆଧୁନିକ ଯୁଗରେ ସମ୍ବାଦ ପତ୍ର ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ଜୀବନ କୁ ବିଶେଷ ଭାବରେ ପ୍ରଭାବିତ କରିପାରୁଥିବା ରୁ ଏଥିରେ ପ୍ରକାଶିତ ଖବର ବା ସମ୍ବାଦ ସତ୍ୟମୂଳକ, ନିରପେକ୍ଷ ଓ କୁସାହିତ ହେବା ଦରକାର। ପ୍ରତ୍ୟେକ ସାକ୍ଷର ବ୍ୟକ୍ତି ଖବରକାଗଜ ପଢିବା ଉଚିତ୍। ଯେଉଁ ଦେଶରେ ଯେତେ ଅଧିକ ଖବରକାଗଜ ପ୍ରକାଶିତ ହୁଏ, ସେ ଦେଶ ସେତେ ବେଶି ସଭ୍ୟ, ଶିକ୍ଷିତ ଓ ଉନ୍ନତ । ଏଣୁ କୁହାଯାଏ,
 
"ସମ୍ବାଦ ପତ୍ର। ବା ଖବରକାଗଜ ହେଉଛି ସଭ୍ୟତାର ଦର୍ପଣ "।
_::::_
 
 
== ଆହୁରି ଦେଖନ୍ତୁ ==
"https://or.wikipedia.org/wiki/ସମ୍ବାଦ"ରୁ ଅଣାଯାଇଅଛି