"କୃଷ୍ଣଚନ୍ଦ୍ର ବକ୍ସିପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଢ ତଳେ ବିନ୍ଦୁ ରହିବ (via JWB)
ଟିକେ ବହୁପ୍ରଚଳିତ ଶବ୍ଦ ("ପଢିଲେ" ବଦଳରେ "ପଢ଼ିଲେ") (via JWB)
୨୩ କ ଧାଡ଼ି:
 
==ସମାଜ ସେବା==
୧୯୪୮ରେ ବି.ଏ. ପାସ୍‌ ପରେ ସେ ବି.ଏଲ୍. ପଢିଲେପଢ଼ିଲେ । ସ୍ନାତକ ଶିକ୍ଷା ପରେ ୧୯୫୦ରୁ ୧୯୫୨ ସେ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]]ରେ ଅବୈତନିକ ଶିକ୍ଷକ ରୂପେ ଶିକ୍ଷାଦାନ କରିଥିଲେ । ତାପରେ ସେ ଦେଲେ ଓ.ଏ.ଏସ୍. ପରୀକ୍ଷା । ବାପାଙ୍କ ସ୍ୱାଭିମାନକୁ ସମ୍ମାନ ଜଣାଇ ସେ ଚାକିରିର ମୋହରୁ ନିଜକୁ ଦୂରେଇ ରଖିଲେ ଏବଂ ଜନସେବାରେ ନିଜକୁ ନିୟୋଜିତ କଲେ । ସେତେବେଳେ [[ବିଶ୍ୱନାଥ ପଟ୍ଟନାୟକ]] [[କୁଜେନ୍ଦ୍ରି]]ରେ ରହି ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥାନ୍ତି । କୃଷ୍ଣଚନ୍ଦ୍ର ତାଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସିଲେ । ୧୯୪୨ ମସିହାରେ ସେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ସେ ଜେଲ୍‌ ଯାଇଥିଲେ । କୃଷକ ସମାଜର ଏକ ଅଗ୍ରଣୀ ନେତା ଭାବେ ସେ ବହୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି । ୧୯୫୪ରୁ ୧୯୬୨ ପର୍ଯ୍ୟନ୍ତ ସେ ରାୟଗଡ଼ା ପୌର କାଉନ୍‌ସିଲର୍‌ ଥିଲେ । ସେ ରାୟଗଡ଼ା କଲେଜର ସଂସ୍ଥାପକ ସଦସ୍ୟ ଭାବେ ୧୯୬୬ରୁ ୧୯୭୫,୧୯୭୯ରୁ ୧୯୮୩, ୧୯୮୩ରୁ ୧୯୮୮, ୧୯୮୮ରୁ ୧୯୯୩ ଓ ୧୯୯୩ରୁ ୨୦୦୨ ପର୍ଯ୍ୟନ୍ତ ରହିଥିଲେ ଏବଂ ରାୟଗଡ଼ା ମହାବିଦ୍ୟାଳୟ<ref>[http://www.rayagadacollege.org ""ରାୟଗଡ଼ା ମହବିଦ୍ୟାଳୟର ବେବ୍ ସାଇଟ"]</ref>/ ସ୍ୱୟଂଶାସିତ ହେବା ପଛରେ ତାଙ୍କରି ମୂଖ୍ୟ ଭୂମିକା ଥିଲା । ରାୟଗଡ଼ା ସହରରେ ସେ ଜନପ୍ରିୟ ଥିଲେ<ref>[http://books.google.co.in/books?id=dXtDAAAAYAAJ&q=Krushna+chandra+Baxipatra&dq=Krushna+chandra+Baxipatra&hl=en&sa=X&ei=M3hMVOeRKeLYmgWAqIKgBA&ved=0CBsQ6AEwAA "Data India, Issues 27-52"]</ref> ଏବଂ ଚାରିଥର ରାୟଗଡ଼ା ମୁନିସିପାଲିଟିର ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିଲେ<ref>[http://www.orissadiary.com/CurrentNews.asp?id=52654 "ଓଡ଼ିଶା ଡାଏରୀ ଡଟ୍‌ କମ୍‌"ରେ ପ୍ରକାଶିତ]</ref><ref>[http://www.dailypioneer.com/state-editions/bhubaneswar/bjd-sweeps-rgada-polls-dalit-votes-go-to-cong.html "dailypioneer.com"]</ref> । ଦୀର୍ଘ ସମୟ ଧରି ଉତ୍କଳ ସମ୍ମିଳନୀ, ରାୟଗଡ଼ା ଶାଖାର ସଭାପତି ଦାୟୀତ୍ୱରେ ରହିଥିଲେ ସେ । ପରିଶେଷରେ ସେ ଫେବୃୟାରୀ ୧୦, ୨୦୧୦ ଦିନ ୮୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ ।
 
== ପଦ ପଦବୀ ==