"ମାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ଛୋଟ|Magha}}
ମଘା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]]ବିଶିଷ୍ଟ ପଡ଼ୁଥିବା [[ମାସ|ଚାନ୍ଦ୍ରମାସକୁ]] '''ମାଘ''' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[ପୌଷ]] ଓ ପରବର୍ତ୍ତୀ ମାସ [[ଫାଲ୍‌ଗୁନ]] । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ [[ହିନ୍ଦୁ]]ମାନଙ୍କର ଗୋଟିଏ ଧର୍ମମାସ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦଶମ ଚାନ୍ଦ୍ରମାନ ମାସ। ଯିଏ ମାର୍ଗଶିର ମାସ ରେ ଦେହ ମୁଣ୍ଡ ଖରାପ ଯୋଗୁଁ ମାଣ ବସେଇ ପାରିନଥିବ, ସିଏ ଏ ମାସ ଗୁରୁବାର ରେ ମାଣ ବସେଇ ପାରିବ।
 
== ପର୍ବପର୍ବାଣି ==
* [[ପକ୍ଷ|କୃଷ୍ଣ]] [[ଏକାଦଶୀ]]: [[ଓଳାଶୁଣୀ ମେଳା]]
"https://or.wikipedia.org/wiki/ମାଘ"ରୁ ଅଣାଯାଇଅଛି