"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ "ମାନଙ୍କଠାରୁ" ଶବ୍ଦ ସହ ଲାଗିରହେ (via JWB) |
ଟିକେNo edit summary |
||
୩୯ କ ଧାଡ଼ି:
}}
'''ଗଙ୍ଗାଧର ମେହେର''' (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ ।<ref>{{cite web|url=https://orissatimes.net/pranaya-ballari-pdf/|title=Pranaya Ballari Pdf}}</ref><ref>{{cite web|last=Guru|first=Himanshu|title=Swabhaba Kabi Gangadhar Meher – Life in Brief|url=http://www.enewsinsight.com/features/swabhab-kavi-gangadhar-meher-life-in-brief/|publisher=The News Insight|accessdate=1 August 2015}}</ref> ସେ ଏକାଧାରରେ ପ୍ରକୃତି କବି<ref>{{cite web|last=Samal|first=Debi Prasad|title=Dream of a cultural language comes true|url=http://www.iamin.in/en/node/31194/raise-issuedisqussion-6|publisher=iamin.in|accessdate=1 August 2015}}</ref> ଓ ସ୍ୱଭାବ କବି ଭାବେ ପରିଚିତ ।<ref>{{cite news|last=Panda|first=Namita|title=Epic dance drama captivates audience|url=http://www.telegraphindia.com/1100826/jsp/orissa/story_12855210.jsp|accessdate=1 August 2015|newspaper=The Telegraph}}</ref> ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨) ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୪- ୨୦୧୫ ବର୍ଷରେ ପାଳନ କରାଯାଉଥିବା ଜୟନ୍ତୀ/ ଶ୍ରାଦ୍ଧୋତ୍ସବ|url=http://odishasahityaakademi.org/anniversary.php|publisher=Odisha Sahitya Akademi|accessdate=1 August 2015}}</ref>
୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ତା ୪ ଅପ୍ରେଲ ୧୯୨୪ ଚୈତ୍ର ଅମାବାସ୍ୟା ତିଥିରେ ସେ ମୃତ୍ୟୁବରଣ କରିଥିଲେ ।
== ଓଡ଼ିଆ ସାହିତ୍ୟରେ ପ୍ରବେଶ ==
ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ
== ସାହିତ୍ୟ ସର୍ଜନା ==
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି ।
=== କାବ୍ୟ ===
|