"ତିଥି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୩ କ ଧାଡ଼ି:
 
==ପୌରାଣିକ ମତ==
ପୁରାଣ ମତରେ ଚନ୍ଦ୍ରଙ୍କଠାରେ ଅମୃତ ଅଛି; ଦେବତାମାନେ କୃଷ୍ଣପକ୍ଷରେ ପ୍ରତିଦିନ ଚନ୍ଦ୍ରଙ୍କଠାରୁ ଗୋଟିଏ ଗୋଟିଏ କଳା ଅମୃତ ପାନ କରିବାରୁ ଚନ୍ଦ୍ରଙ୍କର କଳା କ୍ଷୟ ହୁଏ ୤ ଶେଷକଳାକୁ ଅମାବାସ୍ୟା ଦିନ ଜଳ ଓ ଓଷଧିମାନେ ପାନ କରନ୍ତି; ଜଳ ଓ ଓଷଧିକୁ ପଶୁମାନେ ପାନ କରି ଦୁଧ ଦିଅନ୍ତି; ଦୁଧରୁ ଘିଅ ହୁଏ; ଏହି ଘିଅ ପୁଣି ଆହୁତିରୂପେ ଚନ୍ଦ୍ରଙ୍କଠାରେ ପ୍ରବେଶ କରିବାରୁ ଚନ୍ଦ୍ର ପୁଣି ଶୁକ୍ଳପକ୍ଷରେ କଳାଏ କେଖାଁଏ ବଢ଼ନ୍ତି ୤

ଚନ୍ଦ୍ରଙ୍କର ନିମ୍ନଲିଖିତ କଳାମାନଙ୍କୁ ନିମ୍ନଲିଖିତ ଦେବତାମାନେ କୃଷ୍ନପ୍ରତିପଦଠାରୁ ଆରମ୍ଭ କରି ଖାଆନ୍ତିପାନ କରନ୍ତି </br>
୧.# ଅମୃତା- ଅଗ୍ନି</br>
୨.# ମାନଦା- ସୂର୍ଯ୍ୟ</br>
୩.# ପୂଷା- ବିଶ୍ବେଦେବା</br>
୪.# ପୁଷ୍ଟି- ବରୁଣ</br>
୫.# ତୁଷ୍ଟି- ବଷଟ୍‌କାର</br>
୬.# ରତି- ଇନ୍ଦ୍ର</br>
୭.# ଧୃତି- ଦେବର୍ଷିଗଣ</br>
୮.# ଶଶନୀ- ଅଜ ଏକପାତ୍ </br>
୯.# ଚନ୍ଦ୍ରିକା- ଯମ</br>
୧୦.# କାନ୍ତି- ବାୟୁ</br>
୧୧.# ଜ୍ୟୋତ୍ସ୍ନା- ଉମା</br>
୧୨.# ଶ୍ରୀ- ପିତୃଗଣ</br>
୧୩.# ପ୍ରୀତି- କୁବେର</br>
୧୪.# ଅଙ୍ଗଦା- ପଶୁପତି</br>
୧୫# ପୂର୍ଣ୍ଣା- ପ୍ରଜାପତି</br>
୧୬.# ପୂର୍ଣ୍ଣାମୃତା- ଜଳ ଓ ଓଷଧିଗଣ ୤</br>
 
 
"https://or.wikipedia.org/wiki/ତିଥି"ରୁ ଅଣାଯାଇଅଛି