"ମେରୀ କ୍ୟୁରୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Niegodzisie (ଆଲୋଚନା | ଅବଦାନ) , {{Lang|pl|Maria Salomea Skłodowska-Curie}} |
ଟିକେ "ପରବର୍ତ୍ତୀ" ସଠିକ ବନାନ (via JWB) |
||
୪୭ କ ଧାଡ଼ି:
'''ମେରୀ କ୍ୟୁରି, {{Lang|pl|Maria Salomea Skłodowska-Curie}}''' (୭ ନଭେମ୍ବର ୧୮୬୭ - ୪ ଜୁଲାଇ ୧୯୩୪) ଜଣେ ଫରାସୀ ଭୌତିକବିଦ ଓ ରସାୟନବିଦ ଥିଲେ । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି ।
ସେ ପ୍ୟାରିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଥିଲେ ।
ମେରୀ କ୍ୟୁରି ବାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୮୯୧ରେ ୨୪ ବର୍ଷ ବୟସରେ ସେ ଉଚ୍ଚତର ଉପାଧି ପାଇଁ ପ୍ୟାରିସ୍ ଗଲେ ।
== ଆଧାର ==
{{ଆଧାର}}
|