"ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Hpsatapathy ପୃଷ୍ଠାଟିକୁ ବ୍ୟବହାରକାରୀ:Hpsatapathy/ପରଖଘର.3ରୁ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସକୁ ଘୁଞ୍ଚାଇଲେ: ପୃଷ୍ଠା ତିଆରି ହେଲା
ଟିକେ ଲିଙ୍କ ତିଆରି
୧ କ ଧାଡ଼ି:
 
[[ଏପ୍ରିଲ]] ୧୧କୁ '''ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ''' ଭାବରେ ପାଳନ କରାଯାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ମହିଳା ଯେପରି ଗର୍ଭଧାରଣ, ପ୍ରସବ ଏବଂ ପ୍ରସବକାଳୀନ ସେବା ସମୟରେ ସମସ୍ତ ପ୍ରକାର ଯତ୍ନ ଏବଂ ପର୍ଯ୍ୟାପ୍ତ ସୁବିଧା ଲାଭ କରିପାରିବ ।<ref name="Medindia">{{cite web |title=National Safe Motherhood Day 2016 |url=https://www.medindia.net/news/healthwatch/national-safe-motherhood-day-2016-159131-1.htm |website=Medindia |accessdate=20 February 2022 |date=9 April 2016}}</ref>
 
ନିରାପଦ ମାତୃତ୍ୱ ପାଇଁ ଭାରତରେ (WRA India) ଗଠନ କରାଯାଇଥିଲା । (WRA India) ବା "White Ribbon Alliance" ଏକ ଔପଚାରିକ ମିଳିତ ମଞ୍ଚ ଯେଉଁଠାରେ ସୁରକ୍ଷିତ ମାତୃତ୍ୱକୁ ପ୍ରାଥମିକତା ଦେବା ପାଇଁ ସରକାର ତଥା ଆନ୍ତର୍ଜାତୀୟ ସଂଗଠନଗୁଡ଼ିକର ତୃଣମୂଳ ସ୍ତରର ପ୍ରୟାସକୁ ଏକତ୍ରିତ କରିବା ସହ ଏଥି ନିମନ୍ତେ ବିଶ୍ୱବ୍ୟାପୀ ଧ୍ୟାନ ସୃଷ୍ଟି କରିବା ।<ref name="India Today">{{cite web |last1=DehiApril 11 |first1=India Today Web Desk New |title=National Safe Motherhood day 2020: Importance, history, quotes and more |url=https://www.indiatoday.in/information/story/national-safe-motherhood-day-2020-importance-history-quotes-and-more-1665778-2020-04-11 |website=India Today |accessdate=20 February 2022 |language=en}}</ref>