"ପୁରୁଷୋତ୍ତମ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ "ଭାଗନେଇଥିଲେ" ଗୋଟେ ଶବ୍ଦ ତେଣୁ "ଭାଗ" ଓ "ନେଇଥିଲେ" ଲାଗିକି ରହିବ (via JWB)
୫୨ କ ଧାଡ଼ି:
== ଜୀବନୀ ==
=== ପରିବାର ===
ନାୟକ ୧୯୧୧ ମାର୍ଚ୍ଚ ୯ ତାରିଖରେ [[କେନ୍ଦ୍ରାପଡ଼ା ଜିଲ୍ଲା]] [[ଡେରାବିଶ ପଞ୍ଚାୟତ ସମିତି]] [[ସନ୍ଥପୁରା]] ଗ୍ରାମରେ ପିତା କୃଷ୍ଣଚନ୍ଦ୍ର ନାୟକ ଔରସରୁ ଓ ମାତା ମାଳତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ବାପା ମା’ଙ୍କ ୫ ଜଣ ସନ୍ତାନଙ୍କ ମଧ୍ୟରୁ ସେ ଦ୍ୱିତୀୟ ସନ୍ତାନ । ବାଲ୍ୟକାଳରୁ ସେ [[ଭାରତର ସ୍ୱାଧୀନତା ସଂଗ୍ରାମ]]ରେ ଭାଗ ନେଇଥିଲେଭାଗନେଇଥିଲେ । ତାଙ୍କ ବଡ଼ ପୁଅ ନିରଞ୍ଜନ ଏବଂ ସାନ ପୁଅ ବିଚିତ୍ରାନନ୍ଦ । ୨୦୧୪ ମସିହା ନଭେମ୍ବର ୧୬ ତାରିଖରେ [[କଟକ]] [[ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନା]]ରେ ୧୦୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା ।<ref>{{cite web|title=Freedom Fighter Passes Away|url=http://www.newindianexpress.com/states/odisha/Freedom-Fighter-Passes-Away/2014/11/17/article2527321.ece|publisher=The Indian Express|accessdate=18 November 2014}}</ref> ରାଷ୍ଟ୍ରୀୟ ମର୍ଯ୍ୟାଦା ସହ [[ତୋପ ସଲାମି]] ଦେଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । <ref name=samaja1/>
 
== ଆଧାର ==