"ବିଚ୍ଛନ୍ଦଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ "ଭାଗନେଇଥିଲେ" ଗୋଟେ ଶବ୍ଦ ତେଣୁ "ଭାଗ" ଓ "ନେଇଥିଲେ" ଲାଗିକି ରହିବ (via JWB)
୪୫ କ ଧାଡ଼ି:
{{Cquote|ମୁଁ ମନେ କରିଥିଲି ଯେ ମୋ ପରି ଇଂରାଜୀରେ ଲେଖିବା ବ୍ୟକ୍ତି [[ଓଡ଼ିଶା|ଓଡ଼ିଶାରେ]] ଆଉ କେହି ଜଣେ ରହିବେ ନାହିଁ । କିନ୍ତୁ ଏବେ ବୁଝିଲି ତୁମେ ହିଁ ମୋ ସ୍ଥାନ ପୂରଣ କଲ । ମଧୁସୂଦନ ଦାସ ଆଉ କାହା ପାଖକୁ ଯାଏନାହିଁ । ସମସ୍ତେ ତା ପାଖକୁ ଆସନ୍ତି । କିନ୍ତୁ ତୁମ ଅପୂର୍ବ ପ୍ରତିଭାକୁ ସମ୍ମାନ ଜଣାଇବାକୁ ମୁଁ ଆଜି ଏ ନିୟମର ବ୍ୟତିକ୍ରମ କଲି । ତୁମେ ଯଦି ଶିଶୁ ହୋଇଥାନ୍ତ ତାହା ହେଲେ ମୁଁ ତୁମକୁ ଡାକ୍ତରଙ୍କଦ୍ୱାରା ଖଞ୍ଜତ୍ୱରୁ ମୁକ୍ତ କରିଥାନ୍ତି ।|25px||[[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]]}}
 
ସତ୍ୟବାଦୀର [[ବନ ବିଦ୍ୟାଳୟ]]ରେ ସେ କିଛି କାଳ ବିଦ୍ୟାଲାଭ କରିଥିଲେ । ସେହି କାଳରେ ସେ [[ଉତ୍କଳମଣି ଗୋପବନ୍ଧୁ]], [[ପଣ୍ଡିତ ଗୋଦାବରୀଶ]], [[ପଣ୍ଡିତ ନୀଳକଣ୍ଠ]], [[ଆଚାର୍ଯ୍ୟ ହରିହର]] ଆଦି ମହାମନୀଷୀଙ୍କର ଦେଇ ଦେଶ ଓ ଜାତି ପ୍ରେମ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଆଦିରେ ଅନୁପ୍ରାଣିତ ହୋଇଥିଲେ । [[ମହାତ୍ମା ଗାନ୍ଧୀ]]ଙ୍କ ଦେଇ ସଙ୍ଘଟିତ [[ଅସହଯୋଗ ଆନ୍ଦୋଳନ]]ରେ ଯୋଗ ଦେଇ ସେ ପଢ଼ା ଛାଡ଼ି ଘରକୁ ଫେରି ଆସିଥିଲେ । ତେବେ ଏହାକୁ ତାଙ୍କ ପରିବାର ଲୋକେ ନାପସନ୍ଦ କରିବାରୁ ସେ ଏହି ଆନ୍ଦୋଳନରେ ପରୋକ୍ଷ ଭାବରେ ଭାଗ ନେଇଥିଲେଭାଗନେଇଥିଲେ
 
== ରଚନାବଳୀ ==