୧୩,୮୭୨
ଗୋଟି ସମ୍ପାଦନା
ଟିକେ (MKar ପୃଷ୍ଠାଟିକୁ ଶମିତା ସେଟ୍ଟିରୁ ଶମିତା ସେଟ୍ଟୀକୁ ଘୁଞ୍ଚାଇଲେ: ଉପଯୁକ୍ତ ବନାନ) |
ଟିକେ ("ଭାଗନେଇଥିଲେ" ଗୋଟେ ଶବ୍ଦ ତେଣୁ "ଭାଗ" ଓ "ନେଇଥିଲେ" ଲାଗିକି ରହିବ (via JWB)) |
||
ଶମିତା ୨୦୦୦ ମସିହାରେ ୟଶ୍ ରାଜ୍ ଫିଲ୍ମସ୍ର ସଫଳତମ ଚଳଚ୍ଚିତ୍ର ମୋହବତେଁ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା । ଏହି ଚଳଚ୍ଚିତ୍ର ପାଇଁ ଶମିତାଙ୍କୁ ୨୦୦୧ର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ । ଶମିତା କିଛି ଚଳଚ୍ଚିତ୍ରରେ ଆଇଟମ ନୃତ୍ୟ ମଧ୍ୟ କରିଥିଲେ । ୨୦୦୧ରେ ମେରେ ୟାର୍ କି ସାଦି ହୈର ସାରାରା ସାରାରା ଏବଂ ୨୦୦୨ରେ ସାଥିୟା ଚଳଚ୍ଚିତ୍ରର ଚୋରି ପେ ଚୋରି ଭଳି ଗୀତରେ ନୃତ୍ୟ କରିଥିଲେ ଶମିତା ।
୨୦୦୫ରେ ଶମିତାଙ୍କ ଅଭିନୀତ ଜେହେର୍ ଚଳଚ୍ଚିତ୍ର ବହୁତ ବଡ଼ ସଫଳତା ପାଇଥିଲା । ଶମିତା, ଶିଳ୍ପାଙ୍କ ସହ ଫରେବ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ବିଗ୍ ବସ୍ର ୩ୟ ସଂସ୍କରଣରେ ଶମିତା ଜଣେ ପ୍ରତିଯୋଗୀ ଭାବରେ
ଜୁନ୍ ୧୪, ୨୦୧୧ରେ ଶମିତା ଅଭିନୟ ସହ ଇଣ୍ଟେରିଅର ଡିଜାଇନିଂ ଆରମ୍ଭ କରିଥିଲେ ।<ref>{{cite web |url=http://www.apunkachoice.com/content/article/sid100005744-shamita_shetty_quits_acting_takes_to_interior_designing |title=Shamita Shetty quits acting; takes to interior designing! |date=2011-06-14}}</ref> ୨୦୧୫ରେ ସେ ଝଲକ୍ ଦିଖ୍ଲା ଜା ରିଲୋଡେଡ୍ରେ ନୃତ୍ୟ ପ୍ରତିଯୋଗୀତାରେ
==ଅଭିନୀତ କଥାଚିତ୍ର==
|