"ମିର୍ଜା ଗାଲିବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ ଶବ୍ଦ ଆରମ୍ଭରେ "ଡ଼" ଓ "ଢ଼" ବ୍ୟବହାର ହୁଏନାହିଁ (via JWB)
 
୧୦ କ ଧାଡ଼ି:
| caption = ମିର୍ଜା ଆସାଦୁଲ୍ଲା ବୈଗ ଖାଁ(circa 1860-1869)
| pseudonym = ''ଗାଲିବ''
| birth_date = ୨୭ ଡ଼ିସେମ୍ବରଡିସେମ୍ବର ୧୭୯୭
| birth_place = କଳା ମହଲ, [[ଆଗ୍ରା]],{{flag|India}}
| death_date = ୧୫ ଫେବୃଆରୀ ୧୮୬୯ (ବୟସ ୭୧)
୨୯ କ ଧାଡ଼ି:
==ପରିଚୟ==
 
ଗାଲିବ ବା ମିର୍ଜା ଆସାଦୁଲ୍ଲା ବୈଗ ଖାଁ ମୋଗଲ ଯୁଗର ଲୋକପ୍ରିୟ ଶାୟର ବା କବି ଥିଲେ | ସେ ବହୁତ ଗଜଲ ଓ ନଜମା ଲେଖିଥିଲେ | ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ଉପରେ ସବୁଠାରୁ ଅଧିକ ସମାଲୋଚନାତ୍ମକ ପୁସ୍ତକମାନ ଲେଖାଯାଇଛି | ମିର୍ଜା ଗାଲିବ ୨୭ ଡ଼ିସେମ୍ବରଡିସେମ୍ବର ୧୭୯୭ ମସିହାରେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ଓ ୧୫ ଫେବୃଆରୀ ୧୮୬୯ରେ ୭୧ ବର୍ଷ ବୟସରେ ଦିଲ୍ଲୀଠାରେ ତାଙ୍କର ଦେହାନ୍ତ ହୋଇଥିଲା | ସେ ଗଜଲ ଗୁଡ଼ିକରେ ତାଙ୍କ ଉପନାମ (ତଖଲ୍ଲୁସ/pen-name) ଗାଲିବ ଓ ଅସଦ୍ ବ୍ୟବ‌ହାର କରୁଥିଲେ । ସେ ମୋଗଲ ଯୁଗର ଶେଷ ବିଖ୍ୟାତ କବି ଥିଲେ । ସେ ତାଙ୍କ କବିତା ଗୁଡ଼ିକ ଉର୍ଦ୍ଦୁ ଏବଂ ପାର୍ସୀ ଭାଷାରେ ଲେଖିଥିଲେ । ଆଜି ମଧ୍ୟ ସେ କେବଳ ଭାରତରେ ନୁହେଁ ପାକିସ୍ଥାନ ଏବଂ ପ୍ରବାସୀ ଭାରତୀୟଙ୍କ ଲୋକପ୍ରିୟ ଅଟନ୍ତି ।
 
==ପିଲାଦିନ==