"ପିତୃ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added reference
୩ କ ଧାଡ଼ି:
 
== ଭାରତ ସଂଦର୍ଭରେ ==
ପିତୃ ଦିବସ ପାଳନ ଭାରତର ମୂଳ ପ୍ରଥା ନୁହେଁ ବରଂ ଏହା ପାଶ୍ଚାତ୍ୟ ଜଗତର ପ୍ରଭାବ ଦ୍ୱାରା ଅନୁସରଣ କରାଯାଇଛି । ଭାରତରେ ଏହା ଜୁନ୍ ତୃତୀୟ ରବିବାର ଦିନ ପାଳନ କରାଯାଏ । ଏହି ଦିବସ ଏକ ସାଧାରଣ ଛୁଟି ନୁହେଁ । ଅଧୁନା ଏହି ଦିନଟି ସାଧାରଣତଃ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ପୁନେ ଭଳି ଅନ୍ୟାନ୍ୟ ବଡ଼ ସହରରେ ପାଳନ କରାଯାଉଛି । ଉତ୍ତର ପୂର୍ବାଞ୍ଚଳ ନାଗାଲାଣ୍ଡରେ ଏହା ଏକ ଛୁଟିଦିନ ଯେଉଁଠାରେ ଏହି ଅବସରରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ । ୧୯୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏହି ଦିନଟି ପାଳନ କରାଯିବା ପରେ ଏବଂ ଧୀରେ ଧୀରେ ଲୋକପ୍ରିୟତା ହାସଲ କଲା । ପରବର୍ତ୍ତୀ ସମୟରେ ଭାରତର କେବଳ ମହାନଗର ଗୁଡିକରେ ଏହି ଘଟଣାକୁ ସ୍ୱୀକୃତି ଦେଇ ଏହି ପରମ୍ପରା ଅନୁସରଣ କରାଗଲା ।<ref name="The Times of India">{{cite web |title=The origin story of Father’s Day - Times of India |url=https://timesofindia.indiatimes.com/life-style/relationships/parenting/The-origin-story-of-Fathers-Day/articleshow/36547725.cms |website=The Times of India |accessdate=18 February 2022 |language=en}}</ref> ଏହି ଦିବସରେ ଭାରତରେ ସାଧାରଣତଃ ପିଲାମାନେ ଗ୍ରିଟିଂ କାର୍ଡ, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ସାର୍ଟ, ସୁନା ହାର, କଫି ମଗ୍ କିମ୍ବା ବହି ପରି ଉପହାର ଦେବା ସହିତ ଏହି ଦିନଟି ପାଳନ କରାଯାଏକରିଥାନ୍ତି
 
== ଆଧାର ==
{{Reflist}}