"କାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ମାନକ ବନାନ (ବହୁପ୍ରଚଳିତ) (via JWB)
 
୧୫ କ ଧାଡ଼ି:
}}
'''କାଶ''': ({{audio|En-us-cough.ogg|ଉଚ୍ଚାରଣ}} [[ଲାଟିନ]] ଭାଷାରେ ଟସିସ୍: '''tussis''') ଏହା ଏକ ପୁନଃ ପୁନଃ ହେଉଥିବା [[ରିଫ୍ଲେକ୍ସ]] ([[Reflex]]) ଯାହା [[ଶ୍ୱାସ ନଳୀ]]ରେ ଥିବା [[ସ୍ରାବ]], ବହିସ୍ଥ କଣିକା, ଉତ୍ତେଜକ ପଦାର୍ଥ ଓ [[]]ଜୀବାଣୁ ଇତ୍ୟାଦିଙ୍କୁ ବାହାର କରିବାରେ ସହାଯ୍ୟ କରେ । ଏହା ଏକ ତିନି ଥାକିଆ ପ୍ରଣାଳୀ: ପ୍ରଥମେ ପ୍ରଶ୍ୱାସ ନିଆଯାଏ (Inhalation), ତା ପରେ [[ଗ୍ଲଟିସ]] ([[Glottis]]) ବନ୍ଦଥାଇ ଚାପଯୁକ୍ତ ନିଶ୍ୱାସ ଛଡ଼ାଯାଏ ଓ ଗ୍ଲଟିସ ଖୋଲିବା ସହ ପ୍ରବଳ ବେଗରେ ସ୍ୱତନ୍ତ୍ର ଶବ୍ଦ<ref name="Lancet-causes">{{cite journal |author=Chung KF, Pavord ID |title=Prevalence, pathogenesis, and causes of chronic cough |journal=Lancet |volume=371 |issue=9621 |pages=1364–74 |date=April 2008 |pmid=18424325 |doi=10.1016/S0140-6736(08)60595-4 |url=http://linkinghub.elsevier.com/retrieve/pii/S0140-6736(08)60595-4}}</ref> ସହ ବାୟୁ ନିର୍ଗତ କରାଯାଏ । କାଶ ଇଚ୍ଛାକୃତ ବା ଅନିଚ୍ଛାକୃତ ହୋଇପାରେ ।<br />
ବାରମ୍ବାର କାଶିବାକୁ ଏକ ରୋଗର ଲକ୍ଷଣ ରୁପେରୂପେ ବିବେଚନା କରାଯାଏ । ଅନେକ ଜୀବାଣୁ ଓ ଭୁତାଣୁ କାଶଦ୍ୱାରା ରୋଗ ବ୍ୟାପିବାରେ ସାହାଯ୍ୟ କରନ୍ତି ଓ ଅନ୍ୟ ସୁସ୍ଥ ଲୋକ ସଂକ୍ରମିତ ହୁଅନ୍ତି । ଅଧିକାଂଶ ସମୟରେ ଶ୍ୱାସନଳୀ ସଂକ୍ରମଣଦ୍ୱାରା କାଶ ହୁଏ କିନ୍ତୁ [[ଧୁଆଁ]], ବାୟୁ ଅପମିଶ୍ରଣ<ref name="Lancet-causes"/>, [[ଆଜ୍‌ମା]], [[କ୍ରନିକ ବ୍ରୋଙ୍କାଇଟିସ୍]], [[ଫୁସ୍‌ଫୁସ୍ ଅର୍ବୁଦ]] (Tumour), [[ହୃଦ୍‌ଘାତ]], [[ଗ୍ୟାସ୍ଟ୍ରୋଏସୋଫେଜିଆଲ୍ ରିଫ୍ଲକ୍ସ ରୋଗ]] ( [[gastroesophageal reflux disease]]) ଓ ଏ.ସି.ଇ. ଇନ୍‌ହିବିଟର ଭଳି ଔଷଧ ଓ ହୁପିଙ୍ଗ କାଶଇତ୍ୟାଦିଙ୍କଦ୍ୱାରା ମଧ୍ୟ କାଶ ହୁଏ । <br />
କାରଣ ଅନୁସାରେ କାଶର ଚିକିତ୍ସା କରାଯାଏ: ଉଦାହରଣ ସ୍ୱରୁପ, ଧୁଆଁଦ୍ୱାରା ହେଉଥିଲେ ଧୁଆଁ ନିବାରଣ ପଦ୍ଧତି ଅବଲମ୍ବନ କରାଯାଏ, ଔଷଧଦ୍ୱାରା ହେଉଥିଲେ ଔଷଧ ବନ୍ଦ କରିଦିଆଯାଏ । କୋଡ଼ିନ ଓ ଡେକ୍ସୋମେଥୋଫେନ୍ ଭଳି ଔଷଧ କାଶ କମେଇବା ନିମନ୍ତେ ଦିଆଯାଏ କିନ୍ତୁ ଏହାର ବିଶେଷ ପ୍ରଭାବ ଦେଖାଯାଇ ନାହିଁ । କାଶ ଗୋଟିଏ ଉପକାରୀ ରିଫ୍ଲେକ୍ସ ହୋଇଥିବାରୁ [[କଫ]] ଥିଲେ<ref name="pmid18424326">{{cite journal |author=Pavord ID, Chung KF |title=Management of chronic cough |journal=Lancet |volume=371 |issue=9621 |pages=1375–84 |date=April 2008 |pmid=18424326 |doi=10.1016/S0140-6736(08)60596-6 |url=http://linkinghub.elsevier.com/retrieve/pii/S0140-6736(08)60596-6}}</ref>
ଏହାକୁ ଔଷଧ ଦେଇ କମେଇବା ହିତକର ନୁହେଁ । <br />
"https://or.wikipedia.org/wiki/କାଶ"ରୁ ଅଣାଯାଇଅଛି