"ବିଶ୍ୱ ସାଇକେଲ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (ମାନକ ବନାନ) (via JWB)
ଟିକେ ମାନକ ବନାନ (ବହୁପ୍ରଚଳିତ) (via JWB)
୩୬ କ ଧାଡ଼ି:
ବିଶ୍ୱ ସାଇକେଲ ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଥାଏ । ମାନବ ବିକାଶ ଓ ଅଗ୍ରଗତିର ପ୍ରତୀକ ଭାବରେ ପରିଗଣିତ ସାଇକେଲ, "ସହନଶୀଳତା, ପାରସ୍ପରିକ ବୁଝାମଣା, ସମ୍ମାନ ଓ ବିଶ୍ୱଶାନ୍ତି ଆଦି ମାନବୀୟ ଗୁଣ ଆଦିକୁ ପ୍ରୋତ୍ସାହିତ କରିଥାଏ ।"<ref name=":0" /> ସାଇକେଲ ପୁଣି "ସ୍ଥାୟୀ ପରିବହନ, ଅନବରତ ଉତ୍ପାଦନ ଓ ବ୍ୟବହାର ଏବଂ ପରିବେଶ ସୁରକ୍ଷା"ର ପ୍ରତୀକ ଭାବରେ ମଧ୍ୟ ଦେଖା ଯାଇଥାଏ" ।<ref>{{Cite web|title=World Bicycle Day|url=https://www.un.org/en/observances/bicycle-day|last=United Nations|first=|date=|website=un.org|url-status=live|archive-url=|archive-date=|access-date=}}</ref>
 
ବିଶ୍ୱ ସାଇକେଲ ଦିବସକୁ ବର୍ତ୍ତମାନ [[ମଧୁମେହ ଟାଇପ ୧|ଟାଇପ ୧]] ଓ [[ମଧୁମେହ ଟାଇପ ୨|ଟାଇପ ୨]] [[ମଧୁମେହ]] ପିଡିତଙ୍କର ସୁସ୍ଥ ଜୀବନଶୈଳୀ ସହିତ ଯୋଡାଯୋଡ଼ା ଯାଇଛି ।<ref>{{Cite web|url=https://www.facebook.com/552375365204522/posts/667251483716909?sfns=mo|title=Mateusz Rudyk}}</ref>
 
== ଆଧାର ==