"ଗୋପାଳ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ସ୍ଥିତ" ଶବ୍ଦ ସହ ଲାଗିରହେ (via JWB)
ଟିକେ ମାନକ ବନାନ (ବହୁପ୍ରଚଳିତ) (via JWB)
୩୩ କ ଧାଡ଼ି:
}}
ଗୋପାଳ ଘୋଷ (୧୯୨୦-୨୦୧୫) ଜଣେ ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ୧ ମଇ ୧୯୨୦, ଶନିବାର ଦିନ [[ଜଗତସିଂହପୁର ଜିଲ୍ଲା]] ଅନ୍ତର୍ଗତ ରଘୁନାଥପୁରର ଏକ ଜମିଦାର ପରିବାରରେ ଗୋପାଳ ଘୋଷ ଜନ୍ମ ଗ୍ରହଣ କରିଥିଲେ ।<ref>{{cite web|title=Odisha’s veteran actor-director Gopal Ghosh passes away|url=http://odishasuntimes.com/115554/odishas-veteran-actor-director-gopal-ghosh-passes-away-cuttack/|publisher=Odisha Sun Times|accessdate=28 February 2015}}</ref>
ତାଙ୍କୁ ମାତ୍ର ୬ବର୍ଷ ବୟସ ହୋଇଥିବାବେଳେ ଭକ୍ତ ଧ୍ରୁବ ନାଟକରେ ମୁଖ୍ୟ ଚରିତ୍ର ଧ୍ରୁବ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୧୦୦ରୁ ଅଧିକ ଡ୍ରାମାରେ ଅଭିନୟ କରିଥିବାବେଳେ ଭାରତୀ ଥିଏଟର, ଜନତା ରଙ୍ଗ ମଞ୍ଚ, ଏଚ୍‍ଏମ୍‍ଭି ଗ୍ରାମଫୋନ୍‍ରେ ନିୟମିତ କଳାକାର ଭାବରେ କାର୍ଯ୍ୟ କରୁଥିଲେ । [[ଶ୍ରୀ ଜଗନ୍ନାଥ]] ଥିଲା ତାଙ୍କର ଅଭିନୀତ ପ୍ରଥମ ସିନେମା । ସେଥିରେ ସେ ବିଦ୍ୟାପତି ଭୂମିକାରେ ଅଭିନୟ କରି ବେଶ୍‍ ପ୍ରଶଂସିତ ହୋଇଥିଲେ । ଯେତେବେଳେ ଓଡ଼ିଶାରେ ସିନେମା ହଲ୍‍ ନଥିଲା ସେହି ସମୟରେ ସେ ୧୨ଟି ଭ୍ରାମ୍ୟମାଣ ଥିଏଟର ଅାରମ୍ଭ କରିଥିଲେ । ୨୦୦୪ରେ ଇଟିଭିରେ ପ୍ରସାରିତ ବୁଢାବୁଢ଼ା ଶଙ୍ଖାରିରେ ୮୪ ବର୍ଷ ବୟସରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
 
ସେ [[ବାଳକୃଷ୍ଣ ଦାସ]], [[ଭୁବନେଶ୍ୱରୀ ମିଶ୍ର]], [[ରାଖାଲ ମହାନ୍ତି|ରାଖାଲ ଚନ୍ଦ୍ର ମହାନ୍ତି]],[[ଶ୍ୟାମସୁନ୍ଦର ଦାସ|ଶ୍ୟାମ ସୁନ୍ଦର ଦାସ]] ପ୍ରମୁଖଙ୍କୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରଥମେ ସୁଯୋଗ ଦେଇଥିଲେ । ସେହିପରି [[ଶ୍ୟାମାମଣି ପଟ୍ଟନାୟକ]], [[ପ୍ରଣବ ପଟ୍ଟନାୟକ]], [[ପାର୍ବତୀ ଘୋଷ]], [[ଝରଣା ଦାସ]]<nowiki/>ଙ୍କୁ ସେ ଚଳଚ୍ଚିତ୍ର ଜଗତରେ ନୂତନ ପରିଚୟ ଦେଇଥିଲେ । ସେ [[ଆମରି ଗାଁ ଝିଅ]], [[ଶ୍ରୀ ଲୋକନାଥ]], [[ଭାଇ ଭାଉଜ]], [[ଘର ସଂସାର]] ଓ [[ଅମର ପ୍ରେମ]]ରେ ନିର୍ଦ୍ଦେଶନା ଦେଇଥିଲେ ।