"ରକ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ମାନକ ବନାନ (via JWB)
ଟିକେ ମାନକ ବନାନ (via JWB)
୨୭ କ ଧାଡ଼ି:
 
== ଶ୍ୱେତ ରକ୍ତ କଣିକା ==
ଶ୍ୱେତ ରକ୍ତ କଣିକାକୁ ଲିଉକୋସାଇଟ ( Leuccocyte) କୁହାଯାଏ । ଏଗୁଡ଼ିକ ଆୟତନରେ ଲୋହିତ ରକ୍ତ କଣିକା ଅପେକ୍ଷା ବଡ଼଼।ବଡ଼। ଏମାନଙ୍କର ନ୍ୟଷ୍ଟି ଥାଏ। ରକ୍ତରେ ଏମାନଙ୍କର ସଂଖ୍ୟାସବୁ କଣିକାମାନଙ୍କଠାରୁ କମ । ପ୍ରତି ଘନ ମିଲିମିଟର ରକ୍ତରେ ମାତ୍ର ୭୦୦୦ରୁ ୧୦,୦୦୦ ଶ୍ୱେତ ରକ୍ତ କଣିକାଥାଏ । ଶ୍ୱେତ ରକ୍ତ କଣିକାକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି;-
# କଣିକାଯୁକ୍ତ ବା ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ୱେତ ରକ୍ତ କଣିକା (polymorpho nuclear leucocyte)
# କଣିକାବିହୀନ ଏକ ନ୍ୟଷ୍ଟିବିଶିଷ୍ଟ ଶ୍ୱେତ ରକ୍ତ କଣିକା
୪୭ କ ଧାଡ଼ି:
 
=== କଣିକାବିହୀନ ବା ଏକ ନ୍ୟଷ୍ଟିବିଶିଷ୍ଟ ଶ୍ୱେତ ରକ୍ତ କୋଷ ===
ସମସ୍ତ ଶ୍ୱେତ ରକ୍ତ କୋଷର ପ୍ରାୟ ୨୮ ଶତାଂଶ ହେଉଛି ଏକ ନ୍ୟଷ୍ଟିବିଶିଷ୍ଟ କୋଷ । ଏହି କୋଷଗୁଡ଼ିକର ନ୍ୟଷ୍ଟି ଗୋଲାକାର ଓ ବଡ଼଼ବଡ଼ ।ଏହା ୨ ପ୍ରକାରର :-
# ମନୋସାଇଟ୍ (ଲଚ୍ଛଚ୍ଚଚ୍ଛମସ୍ଥନ୍ଦର)
# ଲିଂଫୋସାଇଟ୍ ( କ୍ଷସ୍ଥଲଟ୍ଟଶଚ୍ଛମସ୍ଥନ୍ଦର);ଲିଂଫୋସାଇଟ ମଧ୍ୟ ୨ ପ୍ରକାରର :-
"https://or.wikipedia.org/wiki/ରକ୍ତ"ରୁ ଅଣାଯାଇଅଛି