"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ମାନଙ୍କୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ ବନାନ (via JWB)
୧୫ କ ଧାଡ଼ି:
* The Storage Networking Industry Association
}}
'''କ୍ଲାଉଡ଼ ଟେକ୍ନୋଲୋଜି''' ଏକ [[ଇଣ୍ଟରନେଟ]]ଦ୍ୱାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଯାଏ । ଏଠାରେ ଡାଟା ଓ ରିସୋରସ୍ଗୁଡ଼ିକ ଏକ ଗ୍ରୁପ୍ ମଧ୍ୟରେ ଯୋଡି ହୋଇଥିବା କମ୍ପ୍ୟୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗ୍ରୁପ୍‌ରେ ଯୋଡିହୋଇରହିଥିବା କମ୍ପ୍ୟୁଟରମାନଙ୍କୁ ଏକ ସମୂହକୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥାମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେଣ୍ଟର୍ଦ୍ୱାରା ତାଙ୍କର ଷ୍ଟୋର କରିଥିବା ଡାଟାକୁ ପ୍ରକ୍ରିୟା କରିବାର କ୍ଷମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜି ନେଟୱର୍କିଂ ପାଇଁ ଏକ ଆଦର୍ଶ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମାଣ୍ଡରେ (ଆବଶ୍ୟକତା ଅନୁସାରେ) ଏକ ନେଟୱର୍କ୍-କମ୍ପ୍ୟୁଟର ରିସୋର୍ସକୁ ନିଜର କ୍ଲାଉଡ୍‌ର ରିସୋର୍ସ୍ ବ୍ୟବହାର କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ ରେସୋର୍ସ୍ ନେଟ୍ୱର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ର ଏକ ସମୂହ । ଏହାକୁ ଅତି ଶୀଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡବଡ଼ ବଡବଡ଼ ଅନୁଷ୍ଠାନ ମାନଙ୍କୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍‌ଫାଷ୍ଟ୍ରକ୍‌ଚର ଖର୍ଚ କମ କରିବାରେ ସାହଜ୍ୟ କରିଥାଏ । ଏହି ଅନୁଷ୍ଠାନଗୁଡ଼ିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକେସନକୁ ଦ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟିର ଦ୍ରୁତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାଣ୍ଡ ଓ ବୃଦ୍ଧି-ହ୍ରାସକୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଜୋଗ କରିଥାଏ ।
 
କ୍ଲାଉଡ ଟେକ୍ନୋଲୋଜି ସେବାର ଚାହିଦା ଆଜିକାଲି ବୃଦ୍ଧି ହେବାରେ ଲାଗିଛି ଓ କ୍ଲାଉଡର ଅଧିକ କମ୍ପ୍ୟୁଟିଙ୍ଗ୍ କ୍ଷ୍ୟମତା, ସସ୍ତା ସେବା଼, ଉନ୍ନତ ମାନର କାର୍ଯ୍ୟ ପ୍ରକ୍ରିୟା, ସହଜରେ ପ୍ରବେଶ କରିବା ପରି ଅନେକ ସୁବିଧା ହେତୁ ତା'ର ଲୋକପ୍ରିୟତା ବ୍ରୁଦ୍ଧି ହେଉଛି । କ୍ଲାଉଡ ଭେଣ୍ଡର ମାନେ ତାଙ୍କ ସଂସ୍ଥାର ବ୍ରୁଦ୍ଧି ହେଉଥିବା ଚାହିଦା ୫୦ ପ୍ରତିଶତ ପ୍ରତି ବର୍ଷ ହୋଇଛି । କିନ୍ତୁ ଏହା ଏକ ନୁତନ ପର୍ଯ୍ୟାୟରେ ଥିବା ହେତୁ କେତେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହଉଚି ଓ ଆଗତ ଭବିଷ୍ୟତରେ ଏହାକୁ ଠିକ କରାଯିବାର ଚେଷ୍ଟା ମଧ୍ୟ ଚାଲିଛି ।
୨୧ କ ଧାଡ଼ି:
==ଇତିହାସ==
 
କ୍ଲାଉଡ଼ ଟେକ୍ନୋଲୋଜିର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ କିଛି ଜାଣିବାକୁ ମିଳିନାହିଁ । ଏହାର ବିଜ୍ଞାନ ସମ୍ବନ୍ଧୀୟ ଅର୍ଥ ହେଉଛି ଯେ କୌଣସି ବସ୍ତୁର ଏକ ବଡବଡ଼ ଏକତ୍ରୀକରଣ ଯାହା ଦୂରରୁ ଏକ କ୍ଲାଉଡ଼ ଭଳି ଦେଖା ଯାଏ ଓ ସେମାନଙ୍କ ବିଷୟରେ କିଛି ସବିଶେଷ ତଥ୍ୟ ନଥାଏ । କ୍ଲାଉଡ଼କୁ ଆଗରୁ ଇଣ୍ଟରନେଟ ଓ କମ୍ପ୍ୟୁଟର ନେଟୱର୍କକୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା । କ୍ଲାଉଡ଼ ଚିତ୍ରଟି ୧୯୭୭ ମସିହାରେ ARPANET<ref>{{cite web|url=http://www.computerhistory.org/internet_history/internet_history_70s.html|title=Internet History 1977}}</ref> ରମସିହାରେ ଓ ୧୯୮୧ରେ CSNET ର<ref>{{cite web|url=http://gu.friends-partners.org/Bookwriting/PART_I/Chapter_I/Total/Insertions/NSF/CSNET/CSNET.html|title=National Science Foundation, "Diagram of CSNET," 1981}}</ref> କଂପ୍ୟୁଟିଂଗ୍ ଜଂତ୍ରର ପ୍ରତିନିଧିତ୍ୱ କରିବାକୁ ବ୍ୟବହୃତ ହେଉଥିଲାର ।
 
କ୍ଲାଉଡ଼ ଟେକ୍ନୋଲୋଜି ବିଷୟରେ ପ୍ରଥମଥର ପାଇଁ Compacର ଇଂଟରନାଲ ଡକୁମେଣ୍ଟରେ ଏହି ପ୍ରସଙ୍ଗ ଦେଖିବାକୁ ମିଳିଥିଲା<ref>{{Cite news | title=Who Coined 'Cloud Computing'? | author=Antonio Regalado | date= 31 October 2011 | work= Technology Review | publisher= MIT | url=http://www.technologyreview.com/news/425970/who-coined-cloud-computing/ | accessdate=31 July 2013 }}</ref> ।
୩୪ କ ଧାଡ଼ି:
 
କ୍ଲାଉଡ଼ର ଯାନ୍ତ୍ରିକ ଅଭିକଳ୍ପ ଇଂଜିନିୟରିଂର ପ୍ରଶିକ୍ଷଣକୁ ନେଇ କ୍ଲାଉଡ଼ କଂପ୍ୟୁଟିଂକୁ ସ୍ୱଚାଲିତ ରଖିଥାଏ ।
ଏହା ଏକ ପଦ୍ଦତିଗତ ଦିଗରେ ଏକ ବଡବଡ଼ ଧରଣର ବ୍ୟବସାୟିକ ଭାବରେ କଂପ୍ୟୁଟିଂଗ୍ ଜଂତ୍ର ପ୍ରଚାଳିତ ହୁଏ । ଏହା ଶୃଙ୍ଖଳିତ ଭାବରେ କ୍ଲାଉଡ଼, ୱେବ, ପରଫର୍ମାନସ, ଇନ୍ଫୋର୍ମସଂ, ସିକୁରିଟିର ମିଳିତ ସଂଗଠନରେ ଚାଲୁଥିବା ଇଂଜିନିର୍ୟରିଂ ।
 
==ବିଶେଷ ଗୁଣ==
୪୦ କ ଧାଡ଼ି:
<p>୧. '''ଚାହିଦା ହିସାବରେ ନିଜସ୍ୱ ସେବା''' - ଯେ କୌଣସି ଗ୍ରାହକ ନିଜ ଦରକାର ହିସାବରେ ନିଜର କ୍ଲାଉଡ଼ର ଷ୍ଟୋରେଜ, କଂପ୍ୟୁଟିଂଗ୍ କ୍ଷମତା, ସର୍ଭରର ଟାଇମ ଓ ଅନ୍ୟ ବ୍ୟବହାରକାରୀଙ୍କ ସହିତ ପାରସ୍ପରିକ କ୍ରିୟାର କ୍ଷମତାକୁ ଉନ୍ନତମାନ କରାଯାଇପାରିବ ଅନ୍ୟଥା ବଦଳ ମଧ୍ୟ କରାଯାଇପାରିବ ।
<br>
୨. '''ପ୍ରସସ୍ତ ନେଟବାର୍କ୍ ପ୍ରବେସ ସୁବିଧା''' - ଇଣ୍ଟରନେଟରେ କ୍ଲାଉଡ଼ ପାଇଁ ଅନେକ କ୍ଷମତା ଯୁକ୍ତ ଗୁଣ ରହିଛି ଏବଂ ତାହା ଷ୍ଟାଣ୍ଡାର୍ଡ ଜଂତ୍ରକ୍ରିୟାଦ୍ୱାରା ଆଗକୁ ବଢ଼ା ଯାଇପାରିବ । ଏହା ଛୋଟ ଓ ବଡବଡ଼ କ୍ଲାଏଣ୍ଟ ପ୍ଲାଟଫର୍ମ ରୂପରେ ବୃଦ୍ଧି ହୋଇପାରିବ ।
<br>
୩. '''ସାଧନ ପାଇବା''' - ପ୍ରୋଭାଇଡରଙ୍କ କମ୍ପ୍ୟୁଟିଂ ସାଧନ ଅନେକ ଗ୍ରାହକଙ୍କ ସହିତ ଯୋଡ଼ା ଯାଇପାରିବ । ଏହା ଗ୍ରାହକଙ୍କ ଡିମାଣ୍ଡ ପୂର୍ଣ୍ଣ କରିବାକୁ ସହାୟତା ଦେବ ।
୬୭ କ ଧାଡ଼ି:
* ମୋବାଇଲ (Android<ref>[http://www.wired.com/techbiz/media/magazine/16-07/ff_android?currentPage=all Google's Open Source Android OS Will Free the Wireless Web]</ref>, iPhone<ref>[http://www.nytimes.com/2008/07/17/technology/personaltech/17pogue.html?_r=1&oref=slogin In Sync to Pierce the Cloud]</ref>, Windows Mobile <ref>[http://archive.is/20120918014150/www.windowsfordevices.com/news/NS6388605875.html Microsoft demos mobile cloud sync client]</ref>)
* ଛୋଟ କ୍ଲାଏଣ୍ଟ (CherryPal<ref>[http://www.itbusinessedge.com/blogs/hdw/?p=2626 CherryPal brings cloud computing to the masses]</ref> , Zonbu<ref>[http://www.newsobserver.com/business/technology/gilster/2007/story/771924.html Zonbu has alluring features, price]</ref> , gOS based systems<ref>[http://www.businesswire.com/portal/site/home/index.jsp?epi_menuItemID=887566059a3aedb6efaaa9e27a808a0c&ndmViewId=news_view&ndmConfigId=1009040&newsId=20080103005831&newsLang=en GOS cloud computing]</ref> )
* ବଡବଡ଼ କ୍ଲାଏଣ୍ଟ (Google Chrome<ref>[http://www.eweek.com/index.php?option=content&task=view&id=49417 Google Chrome Aims to Break Microsoft Windows]</ref>, Mozilla Firefox)
 
===ଇଂଫ୍ରାସ୍ଟ୍ରକଚର===
୧୧୨ କ ଧାଡ଼ି:
===ପ୍ରୋଭାଇଡର===
 
କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ସେବା ପ୍ରୋଭାଇଡର ନିଜେ କ୍ଲାଉଡ଼ ସିଷ୍ଟମକୁ ପ୍ରଚଳିତ କରେ ଓ ନିଜର ସେବାକୁ ଅନ୍ୟମାନଙ୍କ ସହିତ ଯୋଡି ଥାଏ । କିନ୍ତୁ ସାଧାରଣତଃ ଏହାକୁ ମ୍ୟାନେଜ କରିବା ପାଇଁ ଏକ ବଡବଡ଼ କୋଠା ଓ ନୂତନ ଡାଟା ସେଣ୍ଟର ଦରକାର ହୁଏ । କେତେକ ଅନୁଷ୍ଠାନ କ୍ଲାଉଡ଼ କଂପ୍ୟୁଟିଂଗ୍ର ସୁବିଧାକୁ ନିଜମାନଙ୍କ ଭିତତ୍ର ସ୍ୱଚାଲିତ ରଖନ୍ତି ଇଂଟର୍ନାଲ ଭାବରେ ଓ ସେହି ସେବାକୁ ବଢ଼ାଇବାକୁ ପ୍ରଚେଷ୍ଟା କରନ୍ତି କିନ୍ତୁ ସେଥିରେ ବହୁତ କମ ପରିମାଣରେ ଲାଭ ହୁଏ । ତାତ୍ପରଯ୍ୟପୂର୍ଣ କାର୍ଯ୍ୟ ସମ୍ବନ୍ଧୀୟ ଦକ୍ଷତା ଓ କ୍ଷୀପ୍ର ସୁବିଧା ପାଇବାପାଇଁ ଛୋଟ ସଂସ୍ଥା, ସର୍ଭର ଏକତ୍ରୀକରଣ ଏବଂ ଭରଚୁଆଲିଯେସନ୍ର ନିର୍ମାଣ ଚାଲୁଅଛି । Amazon.com ପ୍ରଥମ କ୍ଲାଉଡ଼ ସେବା ପ୍ରଦାନକାରୀ ଥିଲା । ଏହା ଏବେ ଆଧୁନିକତାର ସୁଅରେ ବୃଦ୍ଧି କରୁଛି । ଏହାର ସାମର୍ଥ୍ୟ ହିସାବରେ ମାତ୍ର ୧୦ ପ୍ରତିଶତ ଭାଗ ପ୍ରତିଦିନର ନେଟୱାର୍କ ଟ୍ରାଫିକକୁ ସମ୍ଭାଳି ଦେଉଅଛି ଓ ୯୦ ପ୍ରତିଶତ ଭାଗ ଅଧିକ ସର୍ଭର ଲୋଡ଼ ବେଳେ କାର୍ଯ୍ୟ ସମ୍ଭାଳି ଥାଏ । ଏହି ସେବା ୨୦୦୨ ମସିହାରେ ଅନ୍ୟମାନଙ୍କ ପାଇଁ ଖୋଲା କରିଦିଆଗଲା ଓ ସେତେବଳେ ଏହି ସେବା Amazon Web Services ନାମରେ ନିର୍ମିତ ହୋଇଥିଲା ।
 
===ବ୍ୟବହାରକାରି===
 
କ୍ଲାଉଡ଼ ସେବାର ଉପଭୋକ୍ତାଙ୍କୁ କ୍ଲାଉଡ଼ର ବ୍ୟବହାରକାରୀ ବୋଲି କୁହାଯାଏ । ଆଜିକାଲି ବ୍ୟବହାରକାରୀଙ୍କ ପ୍ରାଇଭେସି ଏକ ବଡବଡ଼ ଅସୁବିଧାର ବିଷୟ ସୃଷ୍ଟି କରିଛି । ଏହା ବ୍ୟବହାରକାରୀଙ୍କ ଅଧିକାରକୁ ପ୍ରଶ୍ନ କରୁଅଛି ତେଣୁ ଏକ ସଂଘଦ୍ୱାରା ଅଧିକାର ପାଇଁ ଏକ ବିଲ ପ୍ରସ୍ତୁତ କରିବାର ଚେଷ୍ଟା ଚାଲିଛି ।
 
===କ୍ଲାଉଡ଼ ସେବାର ବିକ୍ରେତା===