"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ମାନଙ୍କୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ ମାନକ ବନାନ (via JWB)
୧୭ କ ଧାଡ଼ି:
===ଶ୍ରୀ ସିଦ୍ଧ ବାସେଳୀ କିମ୍ବଦନ୍ତୀ===
 
ପୁରୁଷୋତ୍ତମ ଦେବଙ୍କ ଦୁଃଖ ସହିତ ଶ୍ରୀଜଗନ୍ନାଥଙ୍କର କାର୍ଯ୍ୟହୀନ କହି ସ୍ୱୟଂ ଜଗନ୍ନାଥଙ୍କର ଅବମାନନା କରିଥିବାରୁ ତାହାର ପ୍ରତିକାର ବିଧାନ ନିମନ୍ତେ ଯୁଦ୍ଧକୁ ଯିବା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ ସିଦ୍ଧ ବାସେଳୀଙ୍କୁ ସ୍ମରଣ କଲେ । ମା' କରୁଣାମୟୀ ସିଦ୍ଧବାସେଳୀ କଳା ଓ ଧଳା ଘୋଡାଘୋଡ଼ା ରୂପେ ଆସି ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଶ୍ରୀଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ସୈନିକ ରୂ ପରେ ଦୁଇ ଘୋଡାରେଘୋଡ଼ାରେ ବସି ଆଗରେ କାଞ୍ଚି ଯୁଦ୍ଧକ୍ଷେତ୍ର ଆଡକୁ ଅଗ୍ରସର ହେଲେ । ଯୁଦ୍ଧ ଶେଷରେ ରାଜା ପୁରୁଷୋତ୍ତମ କାଞ୍ଚି ଯୁଦ୍ଧରେ କାଞ୍ଚିରାଜାଙ୍କୁ ପରାସ୍ତ କରି ତାଙ୍କର ସୁନ୍ଦରୀ କନ୍ୟା ପଦ୍ମାଦେବୀଙ୍କ ସହିତ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସିଦ୍ଧ ବାସେଳୀଙ୍କୁ ବର ଦେଲେ ତୁମେ ଦୁହେଁ କୈବର୍ତ୍ତଙ୍କର ଈଷ୍ଟଦେବୀ ରୂପେ ପୂଜା ପାଇ ଖ୍ୟାତ ହେବ । ପୁରୀ ସହରରେ ବାସେଳୀ ସାହି ବା ଘୋଡାବାସେଳୀଘୋଡ଼ାବାସେଳୀ ସାହି ନାମରେ ଏକ ସାହି ରହିଛି । ଏଠାରେ କୈବର୍ତ୍ତଙ୍କର ଈଷ୍ଟଦେବୀ ରୂପେ ଘୋଡାଘୋଡ଼ା ବାସେଳୀ ଅଦ୍ୟାବଧି ପୂଜିତ ହେଉଅଛନ୍ତି । ସେଥି ପାଇଁ ଘୋଡାନାଚରଘୋଡ଼ାନାଚର ଗୀତରେ ଗୋଟିଏ ପଦ ଅଛି ।
 
<center><poem>
୨୫ କ ଧାଡ଼ି:
ତୁ ପରା ମୋର ଈଷ୍ଟ ଦେବତା ।"</poem></center>
 
ପୁରୀ ସହରରେ ପ୍ରାୟ ୩୨ଘୋଡା୩୨ଘୋଡ଼ା ପ୍ରତିମା ବିଭିନ୍ନ୍ନ ସାହିରେ କୈବର୍ତ୍ତଙ୍କର ଗୃହରେ ପୂଜା ପାଉଅଛନ୍ତି । ଚୈତ୍ର ପୂର୍ଣିମା ଦିନ ପୂଜା ପାଇଁ ତା'ର ପରଦିନ ଜାତିର ପରିଚ୍ଛାଙ୍କ ଗୃହକୁ ଯାଇ ସେଠାରୁ ପଣା ଭୋଗ ଖାଇ ରାଜାଙ୍କ ସିଂହଦ୍ୱାରଠାରେ ଆସି ସମସ୍ତ ବାସେଳୀ ଠାକୁରାଣୀ ମିଳିତ ହୋଇଥାଆନ୍ତି । ଯୋଡି ମହୁରୀ ଓ ଢୋଲବାଦ୍ୟର ତାଳେ ତାଳେ ଘୋଡାଘୋଡ଼ା ବାସେଳୀଙ୍କ ନାଚରେ କୈବର୍ତ୍ତଗଣ ମଜ୍ଜିଯାଇଛନ୍ତି ।ବଡଦଣ୍ଡ ହରିବୋଲ ହୁଳହୁଳି ଓ କରତାଳିରେ ପ୍ରକମ୍ପିତ ହୋଇ ଉଠୁଛି ପଡୁଛି । ଏହି ସମୟରେ ପୁରୀ ରାଜା ଗଜପତି କୈବର୍ତ୍ତମାନଙ୍କୁ ପ୍ରଶ୍ନ ପଚାରିଛନ୍ତି,ମା'ବାସେଳୀଙ୍କର ଅପାର ମହିମା, ମା'ବାସେଳୀଙ୍କର ଅପାର ଶକ୍ତି ବିଷୟରେ! ଜଣେ କୈବର୍ତ୍ତ ଉତ୍ତର ଦେଲେ ଆପଣ ସମ୍ମୁଖରେ ରହି ମା'ସିଦ୍ଧ ବାସେଳୀଙ୍କର ପରୀକ୍ଷା ନିଅନ୍ତୁ । ରାଜା କହିଲେ ଯଦି ବାସେଳୀ ମା' ପରୀକ୍ଷାରେ ଉତ୍ତୀର୍ଣ ହେବେ, ତେବେ ଆମ୍ଭେ ବିଶ୍ୱାସ କରିବୁ । ପୁନର୍ବାର ରାଜା କହିଲେ ମୁଁ କିଛି ମହାପ୍ରସାଦ କୋଠା ଉପରେ ରଖିଆସିଛି । ଯଦି ଜୁମ ଠାକୁର ମହା ପ୍ରସାଦ ଖାଇ ଫେରିଆସି ତାଙ୍କ ସ୍ୱସ୍ଥାନରେ ବିରାଜମାନ କରିବେ, ତହାହେଲେ ବିଶ୍ୱାସ କରିବୁ ।
 
କୈବର୍ତ୍ତମାନେ ଘୋଡାନାଚଘୋଡ଼ାନାଚ ଗୀତ ବୋଲିଲେ ।
 
<center><poem>
୩୮ କ ଧାଡ଼ି:
 
 
ସଙ୍ଗେ ସଙ୍ଗେ ବତାର ପଞ୍ଜରା କାଠ ଘୋଡାଘୋଡ଼ା ମୁଣ୍ଡ ସହିତ ଛାତ ଉପରକୁ ଉଡିଗଲେ, ଛାତ ଉପରୁ ମହାପ୍ରସାଦ ଖାଇ ପୁଣି ନିଜ ସ୍ଥାନରେ ଆସି ବିରାଜମାନ ହେଲେ । ସେହି ଦିନଠାରୁ ବାସେଳୀଙ୍କ ଉପରେ ସମସ୍ତ ପୁରୀବାସୀ ବିଶ୍ୱାସ କଲେ । ରାଜା ମଧ୍ୟ ତାଙ୍କର ବିଶ୍ୱାସ ହେବା ଯୋଗୁଁ ମା' ସିଦ୍ଧବାସେଳୀଙ୍କୁ ରୂପାର ହାର ଓ ରୂପାର କିରୀଟ ପ୍ରଦାନ କଲେ, ଜାହା ଅଦ୍ୟାବଧି ମା'ସିଦ୍ଧବାସେଳୀଙ୍କ ଦେହରେ ଶୋଭା ପାଉଅଛି । ସେହି ଦିନଠାରୁ ରାଉତ ଗୀତଟିଏ ଗାଇଛନ୍ତି ତାହା ମଧ୍ୟ ସେହି ଦିନଠାରୁ ବିଖ୍ୟାତ ହୋଇ ପୁରୀ ଜନମନରେ ଗୁଞ୍ଜରଣ ସୃଷ୍ଟି କରୁଛି ।
 
<center><poem>