"ଶେଖ ମୁଜିବୁର ରହମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (via JWB)
ଟିକେ ବନାନ ସଂଶୋଧନ (ମାନକ ବନାନ) (via JWB)
୨୫ କ ଧାଡ଼ି:
==ହତ୍ୟାକାଣ୍ଡ==
[[File:The_Father_of_The_Nation_places_in_gopalganj.JPG|thumb|ମୁଜିବଙ୍କ ସମାଧି ]]
୧୯୭୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ, ଅଧସ୍ତନ ସେନା ଅଧିକାରୀଙ୍କ ଏକ ଦଳ ଟ୍ୟାଙ୍କ ସାହାଯ୍ୟରେ ରାଷ୍ଟ୍ରପତିଙ୍କ ବାସଭବନ ଉପରେ ଆକ୍ରମଣ କରି ମୁଜିବ, ତାଙ୍କ ପରିବାର ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କୁ ହତ୍ୟା କରିଥିଲେ । ସେହି ସମୟରେ ପଶ୍ଚିମ ଜର୍ମାନୀ ଗସ୍ତରେ ଆସିଥିବା ତାଙ୍କ ଝିଅ ଶେଖ ହସିନା ଏବଂ ଶେଖ ରେହାନା ବର୍ତ୍ତି ଯାଇଥିଲେ । ଅସନ୍ତୁଷ୍ଟ ଆୱାମୀ ଲିଗ୍ ସହକର୍ମୀ ତଥା ସାମରିକ ଅଧିକାରୀଙ୍କଦ୍ୱାରା ଆକ୍ରମଣ ଯୋଜନା କରାଯାଇଥିଲା, ଯେଉଁଥିରେ ମୁଜିବଙ୍କ ସହକର୍ମୀ ତଥା ପୂର୍ବତନ ବିଶ୍ୱାସୀ ଖୋଣ୍ଡେକର ମୋସ୍ତାକ୍ ଅହମ୍ମଦ ଜଡିତଜଡ଼ିତ ଥିଲେ ।<ref name="The Daily Star Archive 2005">{{cite web | title=Breaking & Latest News from Bangladesh | website=The Daily Star Archive | date=2005-08-15 | url=http://www.thedailystar.net/2005/08/15/d5081501033.html | access-date=2020-11-22}}</ref>
 
==ଆଧାର==