"ସଦ୍ଦାମ ହୁସେନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-୍ଵ +୍ୱ)
ଟିକେ ବନାନ ସଂଶୋଧନ (ମାନକ ବନାନ) (via JWB)
୩ କ ଧାଡ଼ି:
ସଦ୍ଦାମ ହୁସେନ ଅବଦ ଅଲ-ମାଜିଦ୍ ଅଲ-ଟିକ୍ରିଟି (ଆରବୀ: صد حسين عبد المجيد التكريتي) (ଜୁଲାଇ ୧୬, ୧୯୭୯ରୁ ଏପ୍ରିଲ ୯, ୨୦୦୩) ଦୁଇ ଦଶନ୍ଧି ଧରି [[ଇରାକ]]ର ରାଷ୍ଟ୍ରପତି ରହିଆସିଛନ୍ତି । ତାଙ୍କୁ ଉତ୍ତର ବାଗଦାଦରେ ଡିସେମ୍ବର ୩୦, ୨୦୦୬ରେ ସ୍ଥାନୀୟ ସମୟ ଭୋର ୪ଟା ସମୟରେ ଫାଶୀ ଦିଆଯାଇଥିଲା ।
 
୩୧ ବର୍ଷ ବୟସରେ ସଦ୍ଦାମ ହୁସେନ୍ ଜେନେରାଲ ଅହମ୍ମଦ ଅଲ ବକରଙ୍କ ସହ ଇରାକରେ କ୍ଷମତା ହାସଲ କରିଥିଲେ । ୧୯୭୯ରେ ସେ ନିଜେ ଇରାକର ରାଷ୍ଟ୍ରପତି ହୋଇଥିଲେ । ୧୯୮୨ ମସିହାରେ ୧୪୮ ଇରାକୀ ଶିୟାଙ୍କର ହତ୍ୟା ସହ ଜଡିତଜଡ଼ିତ ଅପରାଧ ମାମଲାରେ ସଦ୍ଦାମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା । ତାଙ୍କୁ ୩୦ ଡିସେମ୍ବର ୨୦୦୬ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।<ref name="webacchive">{{cite web |title=Saddam Begged: 'I Want To Be Shot' {{!}}Sky News{{!}}Home |url=https://web.archive.org/web/20071011232542/http://news.sky.com/skynews/article/0%2C%2C30000-1228824%2C00.html |website=web.archive.org |accessdate=4 November 2020 |date=11 October 2007}}</ref>
 
== ସଂକ୍ଷିପ୍ତ ଜୀବନୀ ==