"ଅଭିରାମ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (ମାନକ ବନାନ) (via JWB)
 
୨୧ କ ଧାଡ଼ି:
}}
 
'''ଅଭିରାମ ନନ୍ଦ''', ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବଂଶୀବାଦକ ଅଟନ୍ତି । ଉଭୟ ଶାସ୍ତ୍ରୀୟ ଓ ଆଧୁନିକ ସଙ୍ଗୀତରେ ସେ ବଂଶୀବାଦନ କରନ୍ତି ।<ref>{{cite web |title=Young flautist strikes the right note - Abhiram Nanda took lessons from Pandit Hariprasad Chaurasia |url=https://www.telegraphindia.com/states/odisha/young-flautist-strikes-the-right-note-abhiram-nanda-took-lessons-from-pandit-hariprasad-chaurasia/cid/431467 |website=telegraphindia.com |publisher=telegraph |accessdate=12 June 2020 |archiveurl=https://web.archive.org/web/20200612070009/https://www.telegraphindia.com/states/odisha/young-flautist-strikes-the-right-note-abhiram-nanda-took-lessons-from-pandit-hariprasad-chaurasia/cid/431467 |archivedate=12 June 2020}}</ref> ୯୦ଦଶକରୁ ବଂଶୀବାଦନ ସହିତ ଜଡିତଜଡ଼ିତ, ଅଭିରାମ ୧୦୦୦ରୁ ଅଧିକ ଗୀତରେ ବଂଶୀବାଦନ କରିସାରିଛନ୍ତି । ସେ ଗୁରୁ [[ହରିପ୍ରସାଦ ଚୌରାଶିଆ]] ଓ [[ମୋହିନୀ ମୋହନ ପଟ୍ଟନାୟକ]]ଙ୍କଠାରୁ ବଂଶୀବାଦନ ଶିକ୍ଷା କରିଛନ୍ତି । ସେ [[ଭାରତ]]ର ବିଭିନ୍ନ ସ୍ଥାନ ଏବଂ ୫୩ଟି ବାହାର ଦେଶରେ ବଂଶୀବାଦନ କରି ସାରିଛନ୍ତି । ବହୁ ଦେଶୀ ଓ ବିଦେଶୀ ଛାତ୍ର ତାଙ୍କଠାରୁ ବଂଶୀବାଦନ ଶିକ୍ଷାଗ୍ରହଣ କରନ୍ତି । ବଂଶୀ ତିଆରି କରିବାରେ ମଧ୍ୟ ସେ ପାରଙ୍ଗମ । ଦେଶବିଦେଶର ବହୁ ବଂଶୀବାଦକ ତାଙ୍କଠାରୁ ବଂଶୀ କିଣିଥାନ୍ତି ।
 
== ବଂଶୀବାଦକ ଭାବରେ ==