"ରେଭେନ୍‌ସା କଲିଜିଏଟ ସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବନାନ ସଂଶୋଧନ (ମାନକ ବନାନ) (via JWB)
ଟିକେ ("ଠାରୁ" ଶବ୍ଦ ସହ ଲାଗିରହେ (via JWB))
ଟିକେ (ବନାନ ସଂଶୋଧନ (ମାନକ ବନାନ) (via JWB))
 
'''ରେଭେନ୍‌ସା କଲିଜିଏଟ ସ୍କୁଲ''' [[କଟକ]]ରେ ଅବସ୍ଥିତ ସର୍ବ ପୁରାତନ ଓଡ଼ିଆ ଉଚ୍ଚବିଦ୍ୟାଳୟ । ଏହି ସ୍କୁଲରେ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ । "ଛାତ୍ରବନ୍ଧୁ" ନାମରେ ସ୍କୁଲର ବାର୍ଷିକ ମୁଖପତ୍ର ପ୍ରକାଶ ପାଇଥାଏ ।
== ଇତିହାସ ==
୧୮୫୧ରେ ସ୍ଥାପିତ କଟକ ହାଇ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା । <ref>Sambada, 13-03-2016, Page 5</ref> ଏହି ସ୍କୁଲ ସହିତ ଜଡିତଜଡ଼ିତ ରହିଥିବା କଲେଜକୁ ଅଲଗା କରାଯାଇ [[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜ]] ନାମରେ ନାମିତ କରାଯାଇଥିଲା ।<ref>{{cite book|title=Eng Mahabharata Revisited 1|url=https://books.google.com/books?id=j6Oflv_mp2IC&pg=PA18|publisher=Sahitya Akademi|isbn=978-81-260-2123-9|pages=18–}}</ref>
ଏହି ସ୍କୁଲରେ [[ସୁଭାଷ ଚନ୍ଦ୍ର ବୋଷ]]<ref name="Bhalla">{{cite book|author=Praveen Bhalla|title=The Life and Times of Subhash Chandra Bose|url=https://books.google.com/books?id=kqiaDAAAQBAJ&pg=PA22|isbn=978-81-8430-395-7|pages=22–}}</ref>, [[ମଧୁସୂଦନ ଦାସ]], [[ଗୌରୀଶଙ୍କର ରାୟ]], [[ପ୍ରାଣକୃଷ୍ଣ ପରିଜା]], [[ବିଜୁ ପଟ୍ଟନାୟକ]], [[ନବକୃଷ୍ଣ ଚୌଧୁରୀ]], [[ରାଧାନାଥ ରଥ]]<ref name="Bhushan2017">{{cite book|author=Braj Bhushan|title=Eminent Indian Psychologists: 100 years of Psychology in India|url=https://books.google.com/books?id=1xtBDwAAQBAJ&pg=PT157|date=28 August 2017|publisher=SAGE Publishing India|isbn=978-93-86446-43-5|pages=157–}}</ref>, [[ଗୋପାଳ ଚନ୍ଦ୍ର ପ୍ରହରାଜ]], [[ସୁରେନ୍ଦ୍ରନାଥ ଦ୍ୱିବେଦୀ]], [[ନିତ୍ୟାନନ୍ଦ କାନୁନଗୋ]], [[ଚିନ୍ତାମଣି ପାଣିଗ୍ରାହୀ]], [[ଗୋପବନ୍ଧୁ ଚୌଧୁରୀ]], [[ନିତାଇ ପାଲିତ]] ଓ [[ବିନୋଦ କାନୁନଗୋ]], ମିହିର ସେନ ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।<ref>{{cite news|title=ସ୍କୁଲ ସ୍କୁଲ|url=http://www.dharitri.com/e-Paper/pilankadharitri/240218/p3.htm|accessdate=3 March 2018|newspaper=ପିଲାଙ୍କ ଧରିତ୍ରୀ ୨୪/୦୨/୨୦୧୮}}</ref>
 
୧୩,୮୭୬

ଗୋଟି ସମ୍ପାଦନା