"ରେଭେନ୍‌ସା କଲିଜିଏଟ ସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ ବନାନ ସଂଶୋଧନ (ମାନକ ବନାନ) (via JWB)
୨୨ କ ଧାଡ଼ି:
'''ରେଭେନ୍‌ସା କଲିଜିଏଟ ସ୍କୁଲ''' [[କଟକ]]ରେ ଅବସ୍ଥିତ ସର୍ବ ପୁରାତନ ଓଡ଼ିଆ ଉଚ୍ଚବିଦ୍ୟାଳୟ । ଏହି ସ୍କୁଲରେ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ । "ଛାତ୍ରବନ୍ଧୁ" ନାମରେ ସ୍କୁଲର ବାର୍ଷିକ ମୁଖପତ୍ର ପ୍ରକାଶ ପାଇଥାଏ ।
== ଇତିହାସ ==
୧୮୫୧ରେ ସ୍ଥାପିତ କଟକ ହାଇ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା । <ref>Sambada, 13-03-2016, Page 5</ref> ଏହି ସ୍କୁଲ ସହିତ ଜଡିତଜଡ଼ିତ ରହିଥିବା କଲେଜକୁ ଅଲଗା କରାଯାଇ [[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜ]] ନାମରେ ନାମିତ କରାଯାଇଥିଲା ।<ref>{{cite book|title=Eng Mahabharata Revisited 1|url=https://books.google.com/books?id=j6Oflv_mp2IC&pg=PA18|publisher=Sahitya Akademi|isbn=978-81-260-2123-9|pages=18–}}</ref>
ଏହି ସ୍କୁଲରେ [[ସୁଭାଷ ଚନ୍ଦ୍ର ବୋଷ]]<ref name="Bhalla">{{cite book|author=Praveen Bhalla|title=The Life and Times of Subhash Chandra Bose|url=https://books.google.com/books?id=kqiaDAAAQBAJ&pg=PA22|isbn=978-81-8430-395-7|pages=22–}}</ref>, [[ମଧୁସୂଦନ ଦାସ]], [[ଗୌରୀଶଙ୍କର ରାୟ]], [[ପ୍ରାଣକୃଷ୍ଣ ପରିଜା]], [[ବିଜୁ ପଟ୍ଟନାୟକ]], [[ନବକୃଷ୍ଣ ଚୌଧୁରୀ]], [[ରାଧାନାଥ ରଥ]]<ref name="Bhushan2017">{{cite book|author=Braj Bhushan|title=Eminent Indian Psychologists: 100 years of Psychology in India|url=https://books.google.com/books?id=1xtBDwAAQBAJ&pg=PT157|date=28 August 2017|publisher=SAGE Publishing India|isbn=978-93-86446-43-5|pages=157–}}</ref>, [[ଗୋପାଳ ଚନ୍ଦ୍ର ପ୍ରହରାଜ]], [[ସୁରେନ୍ଦ୍ରନାଥ ଦ୍ୱିବେଦୀ]], [[ନିତ୍ୟାନନ୍ଦ କାନୁନଗୋ]], [[ଚିନ୍ତାମଣି ପାଣିଗ୍ରାହୀ]], [[ଗୋପବନ୍ଧୁ ଚୌଧୁରୀ]], [[ନିତାଇ ପାଲିତ]] ଓ [[ବିନୋଦ କାନୁନଗୋ]], ମିହିର ସେନ ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।<ref>{{cite news|title=ସ୍କୁଲ ସ୍କୁଲ|url=http://www.dharitri.com/e-Paper/pilankadharitri/240218/p3.htm|accessdate=3 March 2018|newspaper=ପିଲାଙ୍କ ଧରିତ୍ରୀ ୨୪/୦୨/୨୦୧୮}}</ref>