"ଶ୍ରୀତମ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି ପ୍ରଦାନ
ଟିକେ ବନାନ ସଂଶୋଧନ (ମାନକ ବନାନ) (via JWB)
୧୫ କ ଧାଡ଼ି:
'''{{PAGENAME}}''' ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ।<ref>{{cite news |title=ଚାଲିଗଲେ ବାପା |url=http://samajaepaper.in/epaperimages/24082018/24082018-md-ct-22/24820183351563.jpg |accessdate=27 August 2018 |work=ସମାଜ |date=24 August 2018}}</ref> ସେ ୬୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ <!--୮ ଅଗଷ୍ଟ ୧୯୮୪ରେ--> [[ଓଡ଼ିଶା]]ର [[କଟକ]]ରେ ହୋଇଥିଲା ।
 
ସେ ୧୯୯୫ରେ ପ୍ରଥମେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେମା [[ସାବିତ୍ରୀ (୧୯୯୫ର ଚଳଚ୍ଚିତ୍ର)|ସାବିତ୍ରୀ]]ରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ [[ତୁ ଥା ମୁଁ ଯାଉଛି ରୁଷି]]ରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି ।<ref>http://dharitriepaper.in/edition/141/metro-mijaj/page/7</ref> "ତୁ ଥା ମୁଁ ଯାଉଛି ରୁଷି" ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା "ଷ୍ଟାର କନସଲଟାନ୍ସୀ"ର ଚିଟଫଣ୍ଡ କାରବାରରେ ଜଡିତଜଡ଼ିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା ।<ref>https://www.telegraphindia.com/states/odisha/actor-quizzed-over-sham-company-links-242275</ref>
 
ଶ୍ରୀତମ, [[ଭାରତୀୟ ଜନତା ପାର୍ଟି]]ରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି ।<ref>https://www.outlookindia.com/newsscroll/odia-actors-mihir-anu-join-bjp/1234748</ref>