"ମହମ୍ମଦ ଇକବାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବନାନ ସଂଶୋଧନ (ମାନକ ଲିଖନ) (via JWB)
ଟିକେ (Bot: Automated text replacement (-ମ୍ୱ +ମ୍ବ))
ଟିକେ (ବନାନ ସଂଶୋଧନ (ମାନକ ଲିଖନ) (via JWB))
|death_date = {{Death date and age|1938|04|21|1877|11|09|df=y}}
|death_place = [[ଲାହୋର]], ପଞ୍ଜାବ, ଇଂରେଜ ଶାସନାଧୀନ ଭାରତ
|main_interests = ଉର୍ଦୁଉର୍ଦ୍ଦୁ କବିତା, ପାର୍ସି କବିତା
|influences = [[ରୁମି]], [[ଆରିଷ୍ଟୋଟଲ]], ଅହମ୍ମଦ ସିରହିନ୍ଦି, ଜୋହାନ ୱଲଫଗାଂଗ ଭନ ଗୋଏଥେ, [[ଫ୍ରେଡରିକ ନିତ୍ସେ]], ହେନେରି ବର୍ଗସନ, ମୌଲାନା ମହମ୍ମଦ ଅଲି, ଥୋମାସ ୱାଲକର ଆର୍ନଲ୍ଡ, ଜର୍ଜ ୱିଲିଅମ ଫ୍ରେଡେରିକ ହେଜ
|influenced = ପାକିସ୍ତାନ ଆନ୍ଦୋଳନ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ, ଖିଲାଫତ ଆନ୍ଦୋଳନ, ମହମ୍ମଦ ଅଲ୍ଲୀ ଜିନ୍ନା, ପାକିସ୍ତାନ ଇସଲାମୀୟ ସାଧାରଣତନ୍ତ୍ର, ଅଲ୍ଲୀ ଶାରିଆତି, ଇସ୍ରାର ଅହମଦ, ଅବୁଲା ଆଲା ମଉଦୁଦି, ଖଲିଉଲ୍ଲା ଖଲିଲି, ଜଓଦତ ସୈଦ, ବାହାଦୁର ୟାର ଜଂଗ
}}
 
'''ସାର ମହମ୍ମଦ ଇକବାଲ''' (ଏକବାଲ) ({{lang-ur|محمد اقبال}}) (ନଭେମ୍ବର 9, 1877 - 21 ଏପ୍ରିଲ, 1938) ଅବିଭାଜିତ ଭାରତର ଜଣେ ପ୍ରସିଦ୍ଧ କବି, ନେତା ଓ ଦାର୍ଶନିକ ଥିଲେ। <ref name="aml.org.pk"/> ପାକିସ୍ତାନ ଆନ୍ଦୋଳନକୁ ପ୍ରେରଣା ଦେବାର ସମସ୍ତ ଶ୍ରେୟ ତାଙ୍କୁ ଯାଇଥାଏ। ଉର୍ଦୁଉର୍ଦ୍ଦୁ ଓ ପାରସୀ ଭାଷାରେ ସେ ଅନେକ କବିତା (ଶାୟରୀ) ରଚନା କରିଛନ୍ତି, ଯାହାକୁ ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ଶାୟରୀର ମାନ୍ୟତା ମିଳିଛି।<ref name="aml.org.pk">{{cite web|url=http://www.aml.org.pk/AllamaIqbal.html|title=Allama Muhammad Iqbal Philosopher, Poet, and Political leader|publisher=Aml.Org.pk|accessdate=2012-03-02}}</ref><ref name="goethezeitportal"/> ଉର୍ଦୁଉର୍ଦ୍ଦୁ ସାହିତ୍ୟରେ ତାଙ୍କୁ ସବୁଠାରୁ ପ୍ରଭାବ ଶାଳୀ ବ୍ୟକ୍ତି ବୋଲି ପରିଗଣିତ କରାଯାଏ। <ref name="goethezeitportal">{{cite web| author=Anil Bhatti| work=Yearbook of the Goethe Society of India|url=http://replay.waybackmachine.org/20081030083304/http://www.goethezeitportal.de/fileadmin/PDF/db/wiss/goethe/bhatti_iqbal.pdf |title=Iqbal and Goethe |format=PDF |accessdate=2011-01-07}}</ref>
 
ଇକବାଲଙ୍କୁ ପାକିସ୍ତାନ, ଭାରତ ଓ ଅନ୍ୟାନ୍ୟ ବିଦେଶୀ ବିଦ୍ୱାନମାନଙ୍କ ଭିତରେ ଆଗଧାଡ଼ିର ଶାସ୍ତ୍ରୀୟ କବିର ମାନ୍ୟତା ମିଳିଛି। <ref name="dailytimes.co.pk">{{cite web|url=http://www.dailytimes.com.pk/default.asp?page=story_28-5-2003_pg3_6 |title=Leading News Resource of Pakistan |publisher=Daily Times |date=2003-05-28 |accessdate=2011-01-07|archiveurl=https://archive.is/mwCI|archivedate=2012-07-28}}</ref><ref name="ReferenceA">http://www.allamaiqbal.com/accessdate=2011-01-07}}</ref> ସେ ଏକାଧାରରେ ଜଣେ ଉଚ୍ଚକୋଟୀର କବି ଓ ଆଧୁନିକ ଯୁଗୀୟ ମୁସଲମାନ ଦାର୍ଶନର ଜଣେ ମହାନ ଚିନ୍ତା ନାୟକ ଅଟନ୍ତି। <ref name="ReferenceA"/> ତାଙ୍କର ପ୍ରଥମ କବିତା ପୁସ୍ତକ ଅସରାର-ଏ-ଖୁଦି (ଆତ୍ମ ରହସ୍ୟ) ୧୯୧୫ ମସିହାରେ ପାରସ୍ୟ ଭାଷାରେ ମୁକ୍ତିଲାଭ କରିଥିଲା। ତାଙ୍କ ରଚିତ ଅନ୍ୟାନ୍ୟ ବହି ଗୁଡ଼ିକ ହେଲା ରୁମୁଜ-ଇ-ବେଖୁଦି, ପାୟାମ-ଇ-ମସ୍ରିକ ଓ ଜବୁର-ଇ-ଆଜମ୍। ତାଙ୍କର ଅତି ଲୋକପ୍ରିୟ ଉର୍ଦୁଉର୍ଦ୍ଦୁ ରଚନାବଳୀ ଭିତରେ ବଙ୍ଗ-ଇ-ଦାରା, ବାଲ-ଇ-ଜିବ୍ରିଲ, ଜର୍ବ-ଇ-କଲିମ ଓ ଆର୍ମୁଘନ-ଇ-ହିଜାଜର କିଛି ଅଂଶ ଅନ୍ୟତମ। <ref name="allamaiqbal.com">{{cite web |last= |first=Iqbal Academy |date=26 May 2006 |url=http://www.allamaiqbal.com/person/biography/biotxtread.html |title=Allama Iqbal – Biography |format=PHP |accessdate=2011-01-07}}</ref> ଉର୍ଦୁଉର୍ଦ୍ଦୁ ଓ ପାର୍ସୀ କବିତା ଛଡ଼ା ତାଙ୍କର କେତେକ ଉର୍ଦୁଉର୍ଦ୍ଦୁ ଓ ଇଂରାଜୀ ପତ୍ର ଓ ଭାଷଣ ବର୍ଷ ବର୍ଷର ସାଂସ୍କୃତିକ, ସାମାଜିକ, ଧାର୍ମୀକ ଓ ରାଜନୈତିକ ବିଭେଦକୁ ସମାଧାନ କରିବାରେ ବହୁତ ପ୍ରଭାବଶାଳୀ ସିଦ୍ଧ ହୋଇଅଛି।<ref name="ReferenceA"/> ଇସଲାମ ଧର୍ମର ମୂଳତତ୍ୱ ଉପରେ ସେ ଯେଉଁ ବକ୍ତୃତାମାନ ଦେଇଥିଲେ ସେ ସବୁକୁ ଏକ ପୃଥୁଳକାୟ ପୁସ୍ତକାକାରରେ ସଂକଳିତ କରାଯାଇଅଛି।
 
ଦକ୍ଷିଣ ଏସିଆର ହିନ୍ଦୀ ଓ ଉର୍ଦୁଉର୍ଦ୍ଦୁ ଭାଷାଭାଷୀ ଲୋକମାନଙ୍କ ଭିତରେ ଇକବାଲ ''ଶୈର-ଇ-ମୁସରିକ'' ({{lang-ur|{{Nastaliq|شاعر مشرق}}}}) ଅର୍ଥାତ୍''ପ୍ରାଚ୍ୟ କବି'' ନାମରେ ପରିଚିତ। ତାଙ୍କୁ ''ମୁଫକିର-ଇ-ପାକିସ୍ତାନ'' ("ପାକିସ୍ତାନର ନିରୀକ୍ଷକ") ଓ ''ହାକୀକ-ଉଲ୍-ଉମ୍ମତ'' ("ଉମ୍ମାର ସନ୍ୟାସୀ") ବୋଲି ମଧ୍ୟ କୁହାଯାଏ। ଇରାନ ଓ ଆପଗାନିସ୍ଥାନରେ ସେ ''ଇକବାଲ-ଇ-ଲୋହୋରି'' (اقبال لاهوری) (''ଲାହୋରର ଇକବାଲ'') ଭାବରେ ଜଣାଶୁଣା ଓ ସେ ହେଉଛନ୍ତି ପାର୍ସୀ ଭାଷାର ସବୁଠୁ ପ୍ରଶଂସିତ କବି।<ref name="books.google.co.uk"/> ପାକିସ୍ତାନ ସରକାର ତାଙ୍କୁ ପାକିସ୍ତାନର ଜାତୀୟ କବି ଭାବେ ଘୋଷଣା କରିଛନ୍ତି। ତାଙ୍କର ଜନ୍ମଦିନ ପାକିସ୍ତାନର ଏକ ଜାତୀୟ ଛୁଟି ଦିନ। <ref name="brecorder.com">{{cite web|url=http://www.brecorder.com/top-stories/single/595/0/1121782/ |title=National Holiday November 9|publisher=Brecorder.com|date=2010-11-06|accessdate=2012-01-24}}</ref>
== ଶିକ୍ଷା ==
ବାଲ୍ୟକାଳରେ ସେ ସୟଦ ମୀର ହସନଙ୍କଠାରୁ ପାରସ୍ୟ ଓ ଆରବୀ ଭାଷା ଶିକ୍ଷା କରିଥିଲେ। ସାହିତ୍ୟ ଓ କବିତା ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା। ସେ ଛାତ୍ରାବସ୍ଥାରେ ଅନେକ କବିତା ରଚନା କରି ବହୁ ପ୍ରଶଂସିତ ହୋଇଥିଲେ। ନୱାବ ମିର୍ଜା ଖାଁ – ‘ଦାରା’ ବୋଲି ଜଣେ ପ୍ରସିଦ୍ଧ କବି ଦିଲ୍ଲୀରେ ବାସ କରୁଥିଲେ। ହାଇଦ୍ରାବାଦର ନବାବ ତାଙ୍କୁ ନିଜର ଶିକ୍ଷକ ପଦରେ ବରଣ କରି ତାଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ। ଭାରତର ବିଭିନ୍ନ ଅଞ୍ଚଳରୁ କବିବାନେ ସେମାନଙ୍କ କବିତା ସଂଶୋଧନ ପାଇଁ ତାଙ୍କ ପାଖକୁ ପଠାଉଥିଲେ। ଇକବଲ ମଧ୍ୟ ନିଜ କବିତା ତାଙ୍କପାଖକୁ ପଠାଇବାରୁ ସେ ଇକବଲଙ୍କ କବିତାକୁ ନିଜ କବିତାଠାରୁ ବି ଉଚ୍ଚକୋଟୀର ବୋଲି କହି ବହୁତ ପ୍ରଶଂସା କରିଥିଲେ।
== କବିତା ରଚନା ==
ଶିଆଲକୋଟ କଲେଜରେ ଏଫ.ଏ. ସାରି ସେ ବି.ଏ. ପଢ଼ିବାକୁ ଲାହୋର ଚାଲିଗଲେ। ସେଠାରେ ଦର୍ଶନଶାସ୍ତ୍ରର ଅଧ୍ୟାପକ ଆରନଲଡ ସାହେବଙ୍କ ଠାରୁ ଦର୍ଶନ ଶାସ୍ତ୍ର ଅଧ୍ୟୟନ କରିଥିଲେ। ସେମାନଙ୍କ ଭିତରେ ସମ୍ପର୍କ ଏମିତି ପ୍ରଗାଢ଼ ହୋଇଯାଇଥିଲା ଯେ, ଆରନଲଡ ସାହେବ ବିଲାତ ଫେରିଲା ବେଳକୁ ସେ ତାଙ୍କ ସହିତ ବିଲାତ ଚାଲିଗଲେ। ସେଠାରେ ସେ କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କଲେ। ବିଲାତରେ ସେ କବିତା ରଚନା ପ୍ରତି ବୀତସ୍ପୃହ ହୋଇ ପଡ଼ିବାର ଦେଖି ଆରନଲଡ ସାହେବଙ୍କ ଅନୁପ୍ରେରଣାରେ ପୁନଃ କବିତା ରଚନାକୁ ମନ ବଳାଇଲେ। ‘ଆତ୍ମ ରହସ୍ୟ’, ‘ଆତ୍ମ-ବିଲୋପ ରହସ୍ୟ’, ‘ପ୍ରାଚ୍ୟ ବାର୍ତା’ ଇତ୍ୟାଦି ଗ୍ରନ୍ଥ ସେ ରଚନା କରିଥିଲେ। ତାଙ୍କ ରଚିତ ପାର୍ସି ଭାଷାର ଗ୍ରନ୍ଥ ଆତ୍ମରହସ୍ୟକୁ ନିକୋଲସନ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ।
ସେ ପ୍ରଥମେ ଉର୍ଦୁଉର୍ଦ୍ଦୁ ଭାଷାରେ ରଚନା କରୁଥିଲେ। କିନ୍ତୁ ‘ସନ୍ୟାସ ରହସ୍ୟ’ ନାମକ ଗ୍ରନ୍ଥ ପ୍ରଣୟନ କାଳରେ ତାଙ୍କୁ ଆରବୀ ଓ ପାର୍ସୀ ଭାଷାର ଅନେକ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିଥିଲା। ଏ ସବୁ ଗ୍ରନ୍ଥ ଅଧ୍ୟୟନ କରି ତାଙ୍କୁ ଲାଗିଲା ନିଜର ଭାବର ପୂର୍ଣ ପରିପ୍ରକାଶ ପାଇଁ ତାଙ୍କୁ ଉର୍ଦୁଉର୍ଦ୍ଦୁ ଭାଷା ଛାଡ଼ି ପାର୍ସୀ ବ୍ୟବହାର କରିବାକୁ ପଡ଼ିବ। ଫଳରେ ସେ ପାର୍ସୀ ଭାଷାରେ ତାଙ୍କର ଅଧିକାଂଶ ରଚନା ଆରମ୍ଭ କରିବାକୁ ଲାଗିଲେ। ଜର୍ମାନ ଅବସ୍ଥାନ କାଳରେ ସେ କବି ଗେଟେଙ୍କର କବିତା ‘ପାଶ୍ଚାତ୍ୟ ଅଭିନଂଦନ’ର ପ୍ରତ୍ୟୁତ୍ତରରେ ‘ପ୍ରାଚ୍ୟବାର୍ତା’ କାବ୍ୟ ରଚନା କରି ସେଥିରେ ସେ ଦର୍ଶନ ଶାସ୍ତ୍ରର ଅନେକ ଜଟିଳ ଓ ସୂକ୍ଷ୍ମ ତଥ୍ୟକୁ ସରଳ ଓ ପ୍ରାଞ୍ଜଳ ଭାବରେ ବୟାନ କରି ପାରିଥିଲେ। ସେଥିପାଇଁ ଲୋକେ ତାଙ୍କୁ ‘ପ୍ରକୃତି ଗ୍ରନ୍ଥ’ର ଟୀକାକାର ଆଖ୍ୟା ଦେଇଥିଲେ।
== ଚିନ୍ତାଧାରା ==
ସେ ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ କରିଥିଲେ ସୁଦ୍ଧା ଏହି ଶିକ୍ଷା ପ୍ରଣାଳୀକୁ ପସନ୍ଦ କରୁ ନଥିଲେ। ମୁସଲମାନମାନଙ୍କର ଦୂରବସ୍ଥା ଦେଖି ସେ ମର୍ମାହତ ହେଉଥିଲେ ଓ ଜାତୀୟ ଜାଗରଣ ପାଇଁ କବିତାଦି ରଚନା କରୁଥିଲେ। ଲଣ୍ଡନରେ ଦର୍ଶନ ଶାସ୍ତ୍ର ପଢୁଥିବା ସମୟରେ ସେ ସର୍ବଭାରତୀୟ ମୁସଲିମ ଲିଗର ଲଣ୍ଡନ ଶାଖାର ଜଣେ ସଭ୍ୟ ହୋଇଥିଲେ।<ref name="ReferenceA"/><ref name="allamaiqbal.com"/>
୧୩,୮୭୬

ଗୋଟି ସମ୍ପାଦନା