"ବରାହମିହିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ "ମାନଙ୍କୁ" ଶବ୍ଦ ସହ ଲାଗିରହେ (via JWB)
୭୦ କ ଧାଡ଼ି:
== ପଶ୍ଚିମୀ ଜ୍ୟୋତିଷ ଶାସ୍ତ୍ରର ପ୍ରଭାବ ==
 
ରୋମକ ସିଦ୍ଧାନ୍ତ ଓ ରୋମକ ସିଦ୍ଧାନ୍ତ ରୋମାନୀୟ ଏବଂ ଗ୍ରୀକ ଜ୍ୟୋତିଷ ଶାସ୍ତ୍ରଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ। କିନ୍ତୁ ଏହି ତଥ୍ୟଟି ଏକ ତର୍କର ବିଷୟ ଯେହେତୁ; ପ୍ରଥମଥର କରି ଭାରତୀୟ ବୈଦିକ ବିଚାର ବିଦେଶୀ ଜ୍ୟୋତିର୍ବିଜ୍ଞାନୀ ମାନଙ୍କୁଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଅନୁପ୍ରେରିତ କରିଥିଲା ଏବଂ ସଂଶୋଧିତ ହୋଇ ଭାରତକୁ ପୁଣିଥରେ ଆସିଥିଲା।
 
ବୃହତ-ସଂହିତାରେ ବରାହମିହିର କୁହନ୍ତି : "ଗ୍ରୀକମାନେ ବିଦେଶୀ ହେଲେ ମଧ୍ୟ ସମ୍ମାନର ଯୋଗ୍ୟ ଯେହେତୁ ସେମାନେ ଆମ ଭାରତୀୟ ବିଜ୍ଞାନରେ ଅଭୁତପୂର୍ବ ଆଗ୍ରହ ଦେଖାଇଛନ୍ତି..." (" ମ୍ଳେଚ୍ଛା ହି ୟବନଃ ତେସୁ ସମ୍ୟକ ଶାସ୍ତ୍ରମ କଦମସ୍ଥିତମ/ଋଷ୍ୱାତ ତେପି ପୂଜ୍ୟନ୍ତେ କିଂ ପୁନର୍ଦୈବାବିଧ ଦ୍ୱିଜଃ" (ବୃହତ-ସଂହିତା:୨.୧୫))